IBN ଓଡ଼ିଶା ଏକ୍ସକ୍ଲୁସିଭ୍

କାଳ ହେଲା ବାହାଘର, ଚାଲିଗଲା ଭେଣ୍ଡିଆ ପୁଅର ଜୀବନ…. ମୁଣ୍ଡ ବାଡେଇ କାନ୍ଦୁଛି ମା’, ଦୃଶ୍ୟ ଦେଖି ଆପଣଙ୍କ ଆଖିରେ ଲୁହ ରହିବନି

କାନ୍ଦି କାନ୍ଦି ରଡି ଛାଡି କିଏ ଡାକୁଛି ଭାଇ ଲୋ ଆଉ କିଏ ଡାକୁଛି ଦାଦା ହେଲେ ସେ ଉଠୁ ନାହାନ୍ତି । କାରଣ ଗୋଟେ ପୁଅ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛି ତା ମା, ବାପା, ସ୍ତ୍ରୀ ଆଉ ଦେଢ ବର୍ଷ କୁନି ଝିଅ ଠାରୁ । ଶ୍ମ-ଶା-ନ କୁ ବାହାରିଛି ଶ-ବ ର ଶେଷ ଯାତ୍ରା । ଗୋବର ପାଣି ପଡୁଛି ଖଇ ବି ବିଞ୍ଚି ଯାଉଛି । କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ପରିବେଶ ।

ଏ ଦ୍ରୁଶ୍ଯ ଦେଖିଲେ ଦର୍ଶକ ବନ୍ଧୁ ଆପଣଙ୍କୁ ବି ନିଶ୍ଚୟ କଷ୍ଟ ଲାଗିବ । କିନ୍ତୁ ମୃ-ତ୍ୟୁ ଯେ ଚିରନ୍ତନ ସତ୍ୟ ତାହାକୁ ବିଶ୍ଵାସ କରିବାକୁ ପଡିବ । ମୃ-ତ୍ୟୁ କୁ କେବେ ବି ତାଳି ହେବ ନାହି । ମା କାନ୍ଦୁଛି ଭଉଣୀ ବି କାନ୍ଦୁଛି । ସ୍ତ୍ରୀ ମୁଣ୍ଡ ବାଡେଇ କାନ୍ଦୁଛି । ଭେଣ୍ଡିଆ ପୁଅକୁ ହରାଇ ଛାତି ବାଡେଇ କାନ୍ଦୁଛି ମା । ପରିବାର ଓ ଆତ୍ମୀୟ ସ୍ଵଜନ ମାନେ ମା କୁ ଯେତେ ଟାଣି ଟାଣି ନେଲେ ବି ସେ ଯାଉ ନାହି ।

ଯେଉଁ ପୁଅକୁ 10 ମାସ 10 ଦିନ ଗର୍ଭ ରେ ଧରି ଦୁନିଆର ଆଲୋକ ଦେଖାଇ ଥିଲା ଆଜି ଯେବେ ସେଇ ପୁଅ ତା ଆଖି ଆଗରେ ଏ ଦୁନିଆ ଛାଡି ସବୁ ଦିନ ପାଇଁ ପଳାଇ ଗଲା ସେତେବେଳେ କେଉଁ ମା ବା ଧର୍ଯ୍ୟ ଧରିବ । ତେବେ ମା କେବେ ଭୂମି ରେ ଲୁଟି ଯାଉଛି ତ ଆଉ କେବେ ଘୁଷୁଡି ପଡୁଛି । ଦର୍ଶକ ବନ୍ଧୁ ଏ ଦୃଶ୍ୟ ଦେଖିଲେ ଆପଣଙ୍କର ବି ଛାତି ଫାଟିଯିବ ।

ଦୁର୍ଘଟଣା ରେ ସୁନ୍ଦଗଡ ର ଯୁବ ସାମ୍ବାଦିକ ଖଗେଶ୍ଵର ତରେଇ ଙ୍କ ମୃ-ତ୍ୟୁ ହେବା ପରେ ପରିବାର ମଧ୍ୟରେ ଖେଳି ଯାଇଛି ଶୋ-କ-ର ବା-ଦ-ଲ । ଖଗେଶ୍ଵର ବାଇକ ଯୋଗେ ନିଜ ବନ୍ଧୁ ଙ୍କ ସହ କୋଇଡା ରୁ ଯାଜପୁର କୁ ଏକ ବିବାହ ଭୋଜି ପାଇଁ ଯାଉଥିଲେ । କିନ୍ତୁ ମୃ-ତ୍ୟୁ ଯେମିତି ତାଙ୍କୁ ବାଟରେ ଅନାଇ ବସିଥିଲା ।

କେନ୍ଦୁଝର ଦମକଳ କେନ୍ଦ୍ର ସମାନ ରେ ତାଙ୍କୁ ଏକ ହାଇୱା ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ହିଁ ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ମୃ-ତ୍ୟୁ ପରେ ଯେବେ ତାଙ୍କର ଶ-ବ ଘରେ ପହଞ୍ଚିଲା ତା ପର ର ଦୃଶ୍ୟ ଆପଣ ମାନେ ନିଜେ ଦେଖି ପାରିବେ ।

ତେବେ ଖଗେଶ୍ଵର ଯେତିକି ରୋଜଗାର କରନ୍ତି ସେତିକିରେ ତାଙ୍କ ବୁଢା ବାପା ମା ଙ୍କ ମୁହଁ ରେ ଆହାର ଦେବା ସହ ସ୍ତ୍ରୀ, ଦେଢ ବର୍ଷର ଝିଅ ଓ ଭାଇ ର ଦେଖାଶୁଣା କରନ୍ତି । କିନ୍ତୁ ଏବେ ତାଙ୍କର ମୃ-ତ୍ୟୁ ପରେ ପୁରା ଗାଁ ରେ ଖେଳି ଯାଇଛି ଶୋ-କ-ର ଛା-ୟା ଓ ନୀରବତା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button