ସପ୍ତାହରେ କେବଳ ଗୋଟିଏ ଦିନ କରନ୍ତୁ ଏହି ଉପାୟ, ଏତେ ପଇସା ଆସିବ ଯେ ଗଣି ଗଣି ଦିନ ସରିଯିବ

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର ରେ ଅନେକ ବିଧି ବିଧାନ ରହିଛି ଯାହାର ପ୍ରୟୋଗ କରି ଆମେ ସବୁ ଅସୁବିଧା ସଙ୍କଟର ମୋଡ ବଦଳାଇ ଦେଇ ପାରିବା । ପ୍ରତେକ ବ୍ୟକ୍ତି ଅସୁବିଧାରେ ପଡିବା ପରେ ଶାସ୍ତ୍ରୀୟ ଉପାୟକୁ ବ୍ୟବହାର କରିଥାନ୍ତି । କିନ୍ତୁ ଆଗରୁ ଯଦି ଏହି ଉପାୟ କରିବେ ତେବେ ସମସ୍ୟାର ଦିନ ଦେଖିବାକୁ ପଡେ ନାହି । ଏହି ଛୋଟ ଉପାୟ ର ପ୍ରୟୋଗ କରିବା ଆପଣ ନିଜ ଜୀବନକୁ ସୁନ୍ଦର କରିବା ସହ ଜୀବନରେ ଅତି ସହଜରେ ଉନ୍ନତି ମଧ୍ୟ ଅନାଇ ପାରିବେ ।

ତେବେ ଆଜି ଆମେ ଆପଣଙ୍କୁ ସପ୍ତାହରେ କେଉଁ ଉପାୟ କରିଲେ କେଉଁ ଦିନ ଜୀବନରେ ସମସ୍ଯା ହୁଏ ନାହି ତାହା କହିବାକୁ ଯାଉଛୁ । ଗୁରୁବାର ବୃହସ୍ପତି ଙ୍କ ଦିନ ବୋଲି କୁହା ଯାଇଥାଏ ଯିଏ କି ଦେବଗୁରୁ ଅଟନ୍ତି ଓ ଭଗବାନ ଙ୍କ ବିଶୁଣୁ ଙ୍କ ଅଂସ ମଧ୍ୟ ଅଟନ୍ତି । ଦେବଗୁରୁ ବୃହସ୍ପତି ଙ୍କୁ ଧନ ସହ ଭୌତିକ ସୁଖ ଶାନ୍ତି କାରକ ବୋଲି କୁହା ଯାଇଛି । ତେଣୁ ଭୌତିକ ସୁଖ ସୁବିଧା ପାଇବା ପାଇଁ ଧର୍ମ ଗ୍ରନ୍ଥରେ ଏଭଳି ଉପାୟ ମାନ ବିଷୟରେ କୁହା ଯାଇଛି ଯାହା କୁ କରିବା ଦ୍ଵାରା ଆର୍ଥିକ ସୁଖ ସମୃଦ୍ଧି ଓ ଶାନ୍ତି ମିଳିଥାଏ ।
ବ୍ରହ୍ମ ପୁରାଣ ଅନୁଯାୟୀ ଭଗବାନ ବ୍ରମ୍ହା ଓ ଇନ୍ଦ୍ରଦେବ ଙ୍କ ସଭାରେ କୁହା ଯାଇଥିଲା କି ଯେଉଁ ମାନେ ପ୍ରତେକ ଗୁରୁବାର ଦିନ ଦକ୍ଷିଣ ଦିଗକୁ ମୁଖ କରି ରାଜା ବଳି ର ଧନ କରିଥାଏ ତାଙ୍କ ଘରେ ଅର୍ଣ୍ଣ, ଜଳ, ଧନ ଧାନ୍ୟ, ସୁଖ ସମୃଦ୍ଧିର ଅଭାବ ରୁହେ ନାହି । କାରଣ ରାଜା ବଳି ଙ୍କୁ ଦେବୀ ମା ଲକ୍ଷ୍ମୀ ନିଜ ଭାଇ ବୋଲି ମାନି ଥିଲେ ଓ ତାଙ୍କର ବାସ ଦକ୍ଷିଣ ଦିଗରେ ବୋଲି କୁହା ଯାଇଥାଏ । ତେଣୁ ଏହି ଦିଗ ଆଡକୁ ମୁଖ କରି ତାଙ୍କର ଧ୍ୟାନ କରିଲେ ଧନ ର ପ୍ରାପ୍ତି ହୋଇଥାଏ ।

ପ୍ରତେକ ଗୁରୁବାର ଦିନ କଦଳୀ ଗଛର ପୂଜା ରିବା ଦ୍ଵାରା ଶୁଭ ଫଳ ମିଳିଥାଏ । ତେଣୁ ପ୍ରାତଃ କାଳରେ ସ୍ନାନ ଆଦି କରି କଦଳୀ ଗଛରେ ଘିଅ ଦୀପ ଜଳାଇ ଭଗବାନ ବିଶୁଣୁ ଙ୍କୁ ଆରାଧନା କରାଯିବା ଦ୍ଵାରା ସୁଖ ସମୃଦ୍ଧି ମିଳିଥାଏ । ଏହା ସହ ପ୍ରତେକ ଗୁରୁବାର ଦିନ ସ୍ନାନ କରି ବିଶୁଣୁ ସହସ୍ର ନାମ ବା ବିଶୁଣୁ ସତନାମ ସ୍ତୋତ ର ପାଠ କରିବା ଉଚିତ ।

ଏହି ଦିନ ଗାଈ ବା ପୂଜକ ଙ୍କୁ ମିଠା ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଦେବଗୁରୁ ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି ଓ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ । ମା ଲକ୍ଷ୍ମୀ ଗୃହରେ ସଦା ସର୍ବଦା ବାସ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।




