IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବର ଆଗରେ ଯୁବକଙ୍କୁ କୁଣ୍ଢେଇ କିଛି ଏମିତି କାଣ୍ଡ କରିଦେଲେ କନିଆ, ଆଉ ତା ପରେ ଯାହା ହେଲା…. ଦେଖନ୍ତୁ Video

ବନ୍ଧୁଗଣ ନାଚ ଗୀତ ବିନା ବାହଘର ପୁରା ଫିକା ଫିକା ଲାଗିଥାଏ ତାହା ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ପୂର୍ବ କାଳରେ ଯେଉଁ ବାହାଘର ହେଉଥିବା ବରଯାତ୍ରୀ ମାନେ ପ୍ରସେଶନ ରେ ନାଚି ନାଚି ଆସୁଥିଲେ । ଆଜିକାଲି ଯୁଗ ବଦଳି ଗଲାଣି । କନିଆ ପକ୍ଷ ମଧ୍ୟ ବାହାଘର ବରଯାତ୍ରୀ ରେ ନାଚିଲେଣି । ତେବେ ବାହାଘରିଆ ନାଚ ଗୀତ ମାହୋଲ ଭିତରେ ବେଳେବେଳେ ହାଇ ଡ୍ରାମା ବି ଦେଖିବାକୁ ମିଳିଥାଏ । କେବେ ହାଇ ଡ୍ରାମା ମଜାଦାର ହୋଇଥିବା ବେଳେ ଆଉ କେବେ ଲାଇଫ ଟେନସନ ।

ଏମିତି ଏକ ବାହାଘର ଡ୍ରାମା ଦେଖିବାକୁ ମିଳିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ରେ । ତେବେ ବର୍ତ୍ତମାନ କିଛି ସମୟ ବାହାଘର ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ଭାଇରାଲ ହୋଇଥିବା ଭିଡିଓ ରେ ଚାଲିଛି ହାଇ ଡ୍ରାମା ବାହାଘର ମାହୋଲ ରେ । କନ୍ୟା ପକ୍ଷ ବର ପକ୍ଷ ସମସ୍ତେ ଅଛନ୍ତି । କନ୍ୟା ଅଛନ୍ତି ବର ବି ଅଛନ୍ତି । କିନ୍ତୁ ସେଠାରେ ଆରମ୍ଭ ହୋଇ ଯାଇଛି ହାଇ ଡ୍ରାମା । ବାହାଘର ର ମାହୋଲ ରେ ଜଣେ ଯୁବକ କନ୍ୟା ଙ୍କୁ ନଜର କରି ଡ୍ୟାନ୍ସ କରୁଛନ୍ତି ।

କନ୍ୟା ବି ଯୁବକ ଙ୍କର ନାଚ ଦେଖି ଆଉ ସମ୍ଭାଳି ପାରିଲେ ନାହି ଆଉ ତାଙ୍କ ସହ ନାଚିବାରେ ଲାଗିଛନ୍ତି । ହଠାତ ଇମୋସନାଲ ହୋଇ ଯୁବକ ଓ କନ୍ୟା ଜଣକ ନାଚୁ ନାଚୁ ଆଲିଙ୍ଗନ କରି କାନ୍ଦି ବାକୁ ଲାଗିଲେ ତାହା ପୁଣି ବର ସାମ୍ନା ରେ । ନିକଟରେ ବର ଜଣକ ଏହା ସବୁ ଦେଖୁଥିଲେ । ପରେ ଜଣେ ମହିଳା ଆସି ଉଭୟଙ୍କୁ ଜବରଦସ୍ତ ଛଡାଇ ଅଲଗା କରୁଛନ୍ତି । ଏମିତି ଏକ ଭିଡିଓ ଜେ କି ଆଦାମ ନାମକ ଜଣେ ୟୁଜର୍ସ ଟ୍ଵିତର ରେ ଶେୟାର କରୁଛନ୍ତି ।

ତେବେ କନ୍ୟା ଓ ଯୁବକ ଜଣକ ନାଚ ରେ ଏତେ ମଗ୍ନ ହୋଇ ପଡିଛନ୍ତି କି ଜାଣିପାରୁ ନାହାନ୍ତି କି ସେଠାରେ ସମସ୍ତେ ଉପସ୍ଥିତ ଅଛନ୍ତି । ଆଉ ଦେଖୁ ଦେଖୁ କନ୍ୟା ଜଣକ ଯୁବକ ଙ୍କୁ ହକ କରି ଦେଉଛନ୍ତି ଯାହାର ନଜାରା ଛିଡା ହୋଇ ଦେଖୁଛନ୍ତି ବର ଜଣକ । ବର କଣ କରିବେ ବା କଣ ସ୍ତ୍ରୀ ଙ୍କୁ ଆଉ କାହାକୁ ହକ କରୁ ଥିବାର ଦେଖି ବି ସେ ଚୁପ ହୋଇ ଛିଡା ହୋଇଛନ୍ତି ।

ସତରେ ବର ମହାଶୟଙ୍କ ର ଧର୍ଯ୍ୟ କୁ ମାନିବାକୁ ପଡିବ । ତେବେ ଏହି ଭାଇରାଲ ଭିଡିଓ କୁ ନେଇ ଲୋକ ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button