IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେଶକୁ ଘନ ଓ ସୁନ୍ଦର କରିବା ପାଇଁ ୧୧ ଦିନ ପର୍ଯ୍ୟନ୍ତ କେଶରେ ଲଗାନ୍ତୁ ଏହି ଗୋଟିଏ ଜିନିଷ ?

କେଶକୁ ଘନ ଓ ସୁନ୍ଦର କରିବା ପାଇଁ ୧୧ ଦିନ ପର୍ଯ୍ୟନ୍ତ କେଶରେ ଲଗାନ୍ତୁ ଏହି ଗୋଟିଏ ଜିନିଷ

ଆଜିକାଲିର ଭୁଲ ଖାଦ୍ୟପେୟ ଏବଂ କେଶରେ ରାସୟାନିକ ଜିନିଷ ଲଗାଇବା ଦ୍ୱାରା କେଶ ଝଡ଼ିବାକୁ ଲାଗେ। ମୁଣ୍ଡରେ କେଶ କମ ହେବା କାରଣରୁ ଲୁକ ବହୁତ ଖରାପ ଲାଗିଥାଏ। ଏଥିପାଇଁ ଆଜି ମୁଁ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବି ଯାହାକୁ କେଶରେ ଲଗାଇବା ଦ୍ୱାରା ଅପଣଙ୍କ କେଶ ଘନ ଓ ସୁନ୍ଦର ହୋଇଯିବ। ତେବେ ଆସନ୍ତୁ ପଢିବା କ’ଣ ଏହି ଜିନିଷ ଏବଂ ଏହାକୁ ବ୍ୟବହାର କେମିତି କରାଯାଏ।

ଏହି ଉତ୍ପାଦକୁ ବନେଇବା ପାଇଁ ଆପଣଙ୍କୁ ଆବଶ୍ୟକ ଧାତ୍ରୀ ଅଁଳା ଗୁଣ୍ଡ ଓ ନଡ଼ିଆ ତେଲ। ଯାହା ଆପଣଙ୍କୁ ସହଜରେ ମାର୍କେଟରୁ ମିଳିଯିବ। ତେବେ ଚାଲନ୍ତୁ ଜାଣିବା ଏହାକୁ ବନେଇବା କିପରି।

 

ଗୁରୁବାର ଦିନ ଏହି ଗଛର ଚେର ନିଜ ପାଖରେ ରଖିବା ଦ୍ୱାରା ଭିକାରିବି ହୋଇଯାଏ ରାଜା !

ଅଁଳା ପାଉଡର

ପ୍ରଥମେ ଆପଣ ଏକ ଚାମଚ ଧାତ୍ରୀ ଅଁଳା ପାଉଡର ଗୋଟିଏ ବାଉଲକୁ ନିଅନ୍ତୁ। ତ’ପରେ ୩ ଚାମଚ ନଡ଼ିଆ ତେଲ ଏହା ସହ ମିଶାନ୍ତୁ। ଏବେ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ। ଭଲଭାବରେ ମିକ୍ସ ହୋଇଗଲା ପରେ ଏହି ମିଶ୍ରଣକୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ ଏବଂ କିଛି ସମୟ ପାଇଁ ଏମିତି ହିଁ ରଖିଦିଅନ୍ତୁ। ଶୋଇବା ପୂର୍ବରୁ ଏହି ମିଶ୍ରଣକୁ କେଶ ମୂଳରେ ଭଲ ଭାବରେ ମାଲିଶ କରି ଲଗାନ୍ତୁ।

 

ଯଦି ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି ତେବେ କରନ୍ତୁ ଏଇ ଛୋଟିଆ କାମ – ବିନା ଖର୍ଚ୍ଚରେ

ସକାଳୁ ଉଠି କୌଣସି ଭଲ ଆୟୁର୍ବେଦିକ ସେମ୍ପୁରେ ନିଜ କେଶକୁ ଧୋଇଦିଅନ୍ତୁ। ଏହାକୁ ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ କେଶ ଘନ ଓ ସୁନ୍ଦର ହୋଇଯିବ। କେବଳ ୧୧ ଦିନ ଲଗାନ୍ତୁନା ଫରକ ଆପଣ ନିଜେ ଜାଣିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button