IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରତିଦିନ ସକାଳେ କରନ୍ତୁ ଏହି 3 ଟି କାମ, ଦୂର ହୋଇଥାଏ ଦାରିଦ୍ର୍ୟତା- Vastu Shastra

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ମନୁଷ୍ୟ ଜୀବନରେ ବହୁତ କିଛି ଜିନିଷ ର ମହତ୍ୱ ରହିଥାଏ ।ସେହିପରି କିଛି ମନ୍ତ୍ର ର ବି ବହୁତ ମୂଲ୍ୟ ରହିଛି ।ବନ୍ଧୁଗଣ ଆଜି ଆପଣଙ୍କୁ କିଛି ମନ୍ତ୍ର ବିଷୟରେ ଜଣାଇବାକୁ ଯାଉଛୁ । ଯେଉଁ ମନ୍ତ୍ର କୁ ଆପଣ ସ୍ନାନ କରିବା ସମୟରେ , ସକାଳୁ ଉଠିବା ପରେ ଏବଂ ପୂଜା କରିବା ସମୟରେ ନିହାତି ଉଚ୍ଚାରଣ କରିବା ଉଚିତ । ମନୁଷ୍ୟ ମାନଙ୍କୁ ଏହି ମନ୍ତ୍ର ର ଉଚ୍ଚାରଣ କରିବା ନିହାତି ଦରକାର । ଯାହା ଦ୍ୱାରା ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଘରକୁ ସକାରତ୍ମକ ଶକ୍ତି ର ଆଗମନ ହୋଇଥାଏ ।

ଘରେ ସକାରତ୍ମକ ଶକ୍ତିର ବାତାବରଣ ହୋଇଯାଇଥାଏ । ଆଉ ଘରୁ ସମସ୍ତ ପ୍ରକାର ଦୁଃଖ ଦାରିଦ୍ର୍ୟତା , ଏବଂ ସବୁ ଅଶୁଭ ଶକ୍ତି ର ସମାପ୍ତ ହୋଇଯାଇଥାଏ । ଘରେ ସବୁବେଳେ ଶାନ୍ତି ର ପରିବେଶ ଦେଖିବାକୁ ମିଳେ ।

ସମସ୍ତେ ସବୁବେଳେ ଖୁସିରେ ରୁହନ୍ତି ଏବଂ ସମସ୍ତଙ୍କ ମୁହଁରେ ହସର ଲହରୀ ଖେଳିଯାଏ । ତେବେ ଆସନ୍ତୁ ଜାଣିବା ତାହା କଣ ଅଟେ । ଶାସ୍ତ୍ର ରେ କୁହାଯାଇଛି ଯେ ଶ୍ରୀ ମାଧ୍ୟମ ଘରୁ ଧର୍ମ ସାଧନମ । ଏହାର ଅର୍ଥ ଆମ ଶରୀର ସବୁ କର୍ତ୍ତବ୍ୟ ପୁରା କରିବାକୁ ସାଧନ ଅଛି । ଯଦି ଆମ ଶରୀର ସୁସ୍ଥ ରୁହେ ତେବେ ଆମେ ସବୁ କର୍ତ୍ତବ୍ୟ ଏବଂ ଧର୍ମ କାର୍ଯ୍ୟ ସଠିକ ଭାବରେ ସମ୍ପୂର୍ଣ୍ଣ କରିପାରିବା ।ଶରୀର ସୁସ୍ଥ ରହିବା ଦ୍ଵାରା ମନୁଷ୍ୟ ସବୁବେଳେ ଖୁସିରେ ଥାଏ ।ଏଥି ପାଇଁ ଆମ ଶାସ୍ତ୍ର ରେ ସକାଳୁ ଜଲଦି ଉଠିବାକୁ ପରାମର୍ଶ ଦିଆଯାଇଛି ।

କିନ୍ତୁ ଆଜିକାଲି ର ଲୋକ ଙ୍କର ଦିନଚର୍ଯ୍ୟା ସମ୍ପୂର୍ଣ୍ଣ ଭାବରେ ଭୁଲ ଆଉ ବହୁତ ବଦଳିବାରେ ଲାଗିଛି । ଆଜିକାଲି ମନୁଷ୍ୟ ଙ୍କର ଶୋଇବା ଏବଂ ଉଠିବାର କିଛି ଠିକଣା ରହୁନାହିଁ । ଆଉ ନା କି ଏଇ କଥା ରେ ଧ୍ୟାନ ଦେଉଛନ୍ତି । କି ସକାଳୁ ଉଠିକି ସବୁଠୁ ପ୍ରଥମେ କେଉଁ କାର୍ଯ୍ୟ କରିବା ଉଚିତ । ଯାହାଦ୍ୱାରା ଆମ ର ପୁରା ଦିନ ଭଲ ଯିବ ଏବଂ ଆମ ଦିନ ଟା ପୁରା ପ୍ରସନ୍ନ ମୟ ହେବ । ଆମ ହିନ୍ଦୁ ସଂସ୍କୃତି ରେ ବହୁତ କିଛି ଏମିତି ମାନ୍ୟତା ଅଛି । ଯାହା କି ଆମର ସାରା ବିଶ୍ବ ତାକୁ ମାନନ୍ତି ।

କିନ୍ତୁ ଆମେ ଭାରତୀୟ ହୋଇ ମଧ୍ୟ ଆମର ଏହି କେତେ ଗୁଡିକ କଥା ରୁ ଅଜଣା ଅଛୁ ଯାହା ଆମେ ଜାଣିପାରୁନାହୁଁ । ଆମେ ଏ ସଂସ୍କୃତି କୁ ମାନିନଥାଉ । କିନ୍ତୁ ଯାହା କି ଆମ ଆଧ୍ୟାତ୍ମିକ ସହିତ ବିଜ୍ଞାନ ର ବି ସଂଯୋଗ ଅଛି । ବନ୍ଧୁଗଣ ଆମ ପୁରା ଦିନ କେମିତି ଯିବ ତାହା ଆମ ଉପରେ ହିଁ ନିର୍ଭର କରିଥାଏ । ଆମ ଦିନ ର ଆରମ୍ଭ ଯେତିକି ସୁଖମୟ ହୋଇଥାଏ ଆମ ପୁରା ଦିନ ସେତିକି ହିଁ ଭଲ ରେ ଯାଇଥାଏ । ତେଣୁ ଆଜି ଆମେ ଜାଣିବା ଏମିତି କେଉଁ କାମ ଯାହାକୁ ଆମେ ପ୍ରତିଦିନ ସକାଳୁ କରିବା ଉଚିତ ।

ତା ଛଡା ଆମେ ଏହା ବି ଜାଣିବା ସେ ଏମିତି କେଉଁ ଶ୍ଲୋକ ବା ମନ୍ତ୍ର ଯାହାକୁ ଆମେ ପ୍ରତିଦିନ ସକାଳୁ ଉଠି କରିବା ଉଚିତ । ଆମ ହିନ୍ଦୁ ସମାଜ ରେ ବ୍ରାହ୍ମ ମୁହୂର୍ତ୍ତରେ ମନ୍ତ୍ର , ଶ୍ଲୋକ କରିବା କଥା କୁହାଯାଇଛି । ଏହା ପଛରେ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଦୁଇ ଟି କାରଣ ରହିଛି । କାରଣ ଆମର ଅନ୍ତରାତ୍ମା ଏବଂ ବାହାର ବାତାବରଣ କିଛି ଏମିତି ଥାଏ ଯାହା କି ଆମ ମନ , ମସ୍ତିଷ୍କ , ଏବଂ ଶରୀର ଉପରେ ସକାରତ୍ମକ ଶକ୍ତି ର ପ୍ରଭାବ ପକାଇଥାଏ ।

ଯଦି ଏହାପରେ ମଧ୍ୟ ଆପଣଙ୍କ ସକାଳୁ ଉଠିବା ସମ୍ଭବ ନୁହେଁ ତଥାପି ଆପଣ ସକାଳୁ ଜଲଦି ଉଠିବାକୁ ଚେଷ୍ଟା କରିବା ଉଚିତ । ଏଇଥି ପାଇଁ ସକାଳୁ ଜଲଦି ଉଠିବାକୁ ହେଲେ ରାତି ରେ ଜଲଦି ଶୋଇବାକୁ ଅଭ୍ୟାସ କରିବାକୁ ପଡିବ । ଏବଂ ମନୁଷ୍ୟ କୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ନିଜ ହାତକୁ ଦେଖି ମନ୍ତ୍ର ଉଚ୍ଚାରଣ କରିବା ଉଚିତ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବା ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button