IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି 3 ପାପ କେବେବି କରନ୍ତୁନି, ଜୀବନ ସାରା ଆପଣଙ୍କୁ ନେଗେଟିଭ କଥା ଭାବିବାକୁ ବାଧ୍ୟ କରିଥାଏ ଏହି ପାପ, ବରବାଦ ହୋଇଯିବେ

ଦୁନିଆର ସବୁଠୁ ବଡ ପାପ କଣ ହୋଇଥାଏ । କିଛି ଲୋକ କହିବେ କି କାହାର ମନ ରେ ଦୁଖ ଦେବା, କିଛି କହିବେ କାହା ସହ ବିଶ୍ୱାସ ଘାତକତା କରିବା, ଚୋରି କରିବା ଇତ୍ୟାଦି । ବିଭିର୍ଣ୍ଣ ଲୋକ ମାନଙ୍କ ମତରେ ପାପର ବିଭିର୍ଣ୍ଣ କାରଣ ହୋଇଥାଏ । ଲୋକମାନଙ୍କର ଧାରଣା ଥାଏ କିମ୍ବା ସେମାନଙ୍କର ଚିନ୍ତାଧାରା ଅନୁସାରେ ସେମାନେ ଜୀବନ ବିତାଇଥାନ୍ତି ଓ ନିଜ ଚିନ୍ତାଧାରା ସହ ପାପକୁ ତୁଳନା ଜରିଥାନ୍ତି । ଦୁନିଆରେ ଏହିପରି ଭାବବରେ କିଛି ୩ ଟି ପାପ ଥାଏ ଯାହାକି ମନୁଷ୍ୟ ଏହାଦ୍ୱାରା ଜଡିତ ଥାଏ ।

ପ୍ରଥମରେ ଅଛି ଯଔନ ଲାଳସା- ସବୁ ବ୍ୟକ୍ତି କେବେ ନା କେବେ ଏହି ରାସ୍ତା ଦେଇ ଗତି କରିଥାଏ । ଯେତେବେଳେକି ତାକୁ ତାର ପ୍ରେମ ଓ ଯଔନ ଲାଳସା ରେ କୌଣସି ତଫାଟ ଜଣା ପଡେ ନାହିଁ । ତାକୁ ଲାଗେକି ପ୍ରେମ ଅଛି ତ ଯଔନ ଲାଳସା ତ ହେବ ହିଁ ହେବ । କିନ୍ତୁ ପୁରା ଦୁନିଆ ପ୍ରକୃତ ପ୍ରେମ ପାଇବା ପାଇଁ ଚାହିଁ ଥାଏ । ପ୍ରକୃତରେ କେହି ସତ ପ୍ରେମ ପାଇବା କୁ ଚେଷ୍ଟା କରେ ନାହିଁ ।

କେହି ଯଦି କାହା ସହ ରହିଗଲା ଓ ତାର ହଁ ରେ ହଁ ଭରିଦେଲା ତ ସେ ଭାବେ କି ଏହି ଝିଅ ବା ପୁଅ ଅତି ସହଜରେ ମିଳିଗଲା ତ ସେ ଚେଷ୍ଟା କରି ଅନ୍ୟ ମାନଙ୍କ ସହ ଏହି ପରିବା ପାଇଁ ଓ ସେମାନଙ୍କ ସହ ବି ଯଔନ ଲାଳସା ପୂର୍ଣ କରିବା ପାଇଁ ଆରମ୍ଭ କରିଥାଆନ୍ତି । କିନ୍ତୁ ଆପଣ ଯାହାକୁ ବହୁତ ପ୍ରେମ କରନ୍ତି ଓ ତାସହ ସବୁ କଥା ସେୟାର କରିଥାନ୍ତି ତାଙ୍କ ସହ ଏପରି କଲେ ଆପଣଙ୍କର ମନର ଦୁଶ୍ଚିନ୍ତା ଦୂର ହୋଇଥାଏ କିନ୍ତୁ ଅନ୍ୟ ସହ ଏପରି କରିବା ଦ୍ୱାରା ଆପଣଙ୍କର ଦୁଶ୍ଚିନ୍ତା ବୃଦ୍ଧି ହୋଇଥାଏ । କାହିଁକି ନା ଆପଣଙ୍କୁ ଲାଗେକି ଆପଣଙ୍କ ଇଛା ପୂର୍ଣ ହୋଇନାହିଁ । ଏହାଦ୍ୱାରା ଆପଣ ବହୁତ ସମସ୍ୟାରେ ପଡ଼ିଥାନ୍ତି ।

ଦ୍ଵିତୀୟ କଥା – ଅତ୍ୟଧିକ ଖାଇବା- ଯେପରି କି କୌଣସି ଗଛକୁ ଅତ୍ୟଧିକ ପାଣି ଦେଲେ ତାହା ବୃଦ୍ଧି ହେବା ଅପେକ୍ଷା ଭାଙ୍ଗି ଯାଇଥାଏ । ଜେପରିକି ଆପଣଙ୍କୁ ଗୋଟିଏ ଗାଡି ଦେଲେ ଆପଣ କୌଣସି ନିର୍ଜନ ଜାଗାକୁ ଚାଲି ଯିବେ ଯେଉଁଠାରେ କି କୌଣସି କାରିଗର ନଥିବେ ଓ ଗାଡି ଖରାପ ହୋଇଯିବ କିନ୍ତୁ ଆପଣଙ୍କ ପାଖରେ ସବୁ ପ୍ରକାରର ସାଧନ ଥିବ ତେବେ ଗାଡି ନିଜେ ଠିକ କରି ପାରିବେ । ଠିକ ସେହିଭଳି ଆପଣଙ୍କ ସ୍ୱାସ୍ଥ୍ୟକୁ ଆପଣ ନିଜ ଅନୁସାରେ ଠିକ କରିପାରିବେ ।

ତୃତୀୟରେ – ଲୋଭ- ଲୋଭ ନଥିବ ତ ଆପଣ କୌଣସି କାର୍ଯ୍ୟ କରିବେ ନାହିଁ । ଲୋଭ ଅତ୍ୟଧିକ ହେଲେ ସମସ୍ୟା ହୋଇଥାଏ । ଆପଣଙ୍କୁ କୌଣସି କାର୍ଯ୍ୟର ସଫଳତାର ଲୋଭ ନଥିଲେ ସେହି କାର୍ଯ୍ୟକୁ କରିବାକୁ ଇଛା ହେବ ନାହିଁ । ଏଥିପାଇଁ ସଫଳତା ପାଇବାରଲୋଭ ରଖିବା ଉଚିତ ।

କିନ୍ତୁ ସମ୍ପତ୍ତିର ଲୋଭ ଯେପରିକି କୌଣସି ବ୍ୟକ୍ତିର ବହୁତ ସମ୍ପତି ଅଛି ତାର ଗୋଟିଏ ପୁତ୍ର ଇଛା କରେ କି ତାର ଭାଇକୁ କୌଣସି ସମ୍ପତି ନଦେଇ ସବୁ ସମ୍ପତିକୁ ନିଜ ନାମରେ କରିଦେବା ଏହି ଲୋଭ ଦ୍ୱାରା ଜୀବନକୁ ବର୍ବାଦ କର । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button