IBN ଓଡ଼ିଶା ବ୍ୟୁରୋ

ଦିନରେ ମାତ୍ର ଥରେ ନିଅନ୍ତୁ, ବାତ ରୋଗ, Joint Pain, ହାଡ କମଜୋରି, Calcium ର ଅଭାବ, Weakness ଜୀବନରେ କେବେ ବି ହେବ ନାହିଁ- Health Tips

ଏହାକୁ ମାତ୍ର ଥରେ ନିୟନ୍ତୁ, ବାତର ଯେତେବି ରୋଗ ଅଛି କାନ୍ଧ ଦରଜ, ଅଣ୍ଟା ଦରଜ, ଗଣ୍ଠି ଦରଜ, ଆପଣଙ୍କ ପାଦରେ ଦରଜ ସବୁ ଦୂର ହୋଇଯିବ। ଆମର ଆୟୁର୍ବେଦିକ ବହି ଅଷ୍ଟାଙ୍ଗ ହ୍ରିଦମରେସ ଏହି ବିଷୟରେ ଲେଖା ହେଇଛି। ଯେଉଁମାନଙ୍କର ବାତ ରୋଗ ଅଛି ସେମାନଙ୍କର ଚେହେରା ଶୁଖାପଣ ଭଳି ଦିଶେ ଏବଂ ତାଙ୍କର ଗଣ୍ଠିରେ ଦରଜ ରୁହେ, ବାଳ ମଧ୍ୟ ଶୁଖିଲା ଭଳି ଦିଶେ। ୪ଟି ଏମିତି କଥା ଅଛି ଯାହାକୁ ଆପଣ ଧ୍ୟାନ ରଖିବାର ଅଛି।

ଏହା ଛଡ଼ା ଆମେ ଆପଣଙ୍କୁ କହିବୁ ଏମିତି କେଉଁ ଚିକିତ୍ସା ଅଛି ଯାହାକୁ ଆପଣ ଦିନରେ ଥରେ କରିବେ ଏବଂ ବାତର ଯେତେବି ରୋଗ ଅଛି ସବୁ ଦୂର ହୋଇଯିବ। ଆମେ ଏହା ମଧ୍ୟ ଜଣାଇବୁ କି ବାତରୋଗ କେଉଁ କାରଣରୁ ହୋଇଥାଏ ? ଏହାର ଲକ୍ଷଣ କଣ ଦେଖା ଯାଏ ? ଜଦି ଆପଣ ଜାଣିନାହାନ୍ତି ବାତ ରୋଗର ଲକ୍ଷଣ ଏବଂ ଆପଣ ଔଷଧ ଖାଉଛନ୍ତି ତେବେ ଆପଣଙ୍କୁ ଏହି ଲକ୍ଷଣ ବିଷୟରେ ଜାଣିନେବା କଥା।

୧- ସର୍ବପ୍ରଥମେ ଖାଇବା ତେଲ ବ୍ୟବହାର କରିବା। ବାତ ରୋଗର ଲକ୍ଷଣ ହୋଇଥାଏ ଆମେ ଭୁଲ୍ ତେଲ ଖାଇବା ଏବଂ ଅଧିକ ମାତ୍ରାରେ ତେଲ ଖାଇବା। ତେବେ ଯେଉଁ ମାନଙ୍କୁ ବାତରୋଗ ଅଛି କିମ୍ବା ବାତରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସୋରିଷ ତେଲ କିମ୍ବା ବାଦାମ ତେଲର ବ୍ୟବହାର କରିବା ଦରକାର।


୨- ଦ୍ବିତୀୟ କଥା ହେଲା ତେଲର ମାଲିସ୍ କରିବା। ଯଦି ଆପଣ ତେଲ ମାଲିସ୍ କରୁଛନ୍ତି ବାତରୋଗ ତ ଭଲହେବ ଏହା ସହିତ ବୃଦ୍ଧାବସ୍ଥା ବହୁତ ଡେରିରେ ଆସିବ। ଆୟୁର୍ବେଦ ଉପଚାର ଅନୁସାରେ ଯଦି ଆପଣ ସମ୍ପୂର୍ଣ୍ଣ ଶରୀରରେ ମାଲିସ୍ କରିପାରୁ ନାହାଁନ୍ତି ତେବେ ଏହି ୩ ଯାଗାରେ ଅବଶ୍ୟ କରନ୍ତୁ। ୧- ମୁଣ୍ଡରେ, ୨- ପାଦରେ, ୩- କାନ ପଟିରେ ମାନେ କାନ ପଛ ପଟରେ। ଏହି ୩ ଅଙ୍ଗରେ ଆପଣଙ୍କୁ ମାଲିସ୍ ନିଶ୍ଚିତ ଭାବରେ କରିବାର ଅଛି।


୩- ଆପଣ ଏମିତି କିଛି ବ୍ୟାୟାମ କରିବାର ଅଛି ଯେଉଁଥିରେ ଆପଣଙ୍କର ଝାଳ ବାହାରୁ ଥିବ। ଯେଉଁ ମାନଙ୍କୁ ବାତରୋଗ ସେମାନେ କଠିନ ବ୍ୟାୟାମ କରିପାରିବେ ନାହିଁ କିନ୍ତୁ ସକାଳୁ ଉଠି ଚାଲି ପାରିବେ ଯାହାଦ୍ଵାରା ସେମାନଙ୍କର ଝାଳ ବାହାରିବା।

୪- ଆପଣ କେବେ କୈାଣସି ପାତ୍ରରେ ପାଣିକୁ ଟେକି କରି ପିଅନ୍ତୁ ନାହିଁ, ଏହା ବାତ ଦୋଷ ବଢାଇଥାଏ।


୫- ଜଦି ଆପଣ ଅଧିକ ମାତ୍ରାରେ ପ୍ରୋଟିନ ପାଇବା ପାଇଁ ମଇଦା କିମ୍ବା ଡାଲି ଖାଉଛନ୍ତି ଏହାଦ୍ବାରା ଆପଣଙ୍କ ଶରୀରରେ ବାତ ଦୋଷ ବଢାଇଥାଏ। ଶରୀରରେ ଦରଜ ଲାଗିଥାଏ। ଏବେ ଆସନ୍ତୁ ଜାଣିବା ଏହାର ଉପଚାର ବିଷୟରେ। ପ୍ରଥମେ କିଛି ଅଦା ନେଇ ପତଳା କରି କାଟି ନିଅନ୍ତୁ।ଏହାପରେ ସେଥିରେ ୧/୪ ଚାମଚର ଲେମ୍ବୁ ରସ ଚିପୁଡି ପକାନ୍ତୁ ଏବଂ ସେଥିରେ ୨-୩ ଚିମୁଟା ଲୁଣ/ବିଟ୍ ଲୁଣ ପକାନ୍ତୁ। ଏହାକୁ ଗୋଟିଏ ସପ୍ତାହ ରଖି ତାପରେ ପ୍ରତ୍ୟେକ ଦିନ ଦ୍ବିପହରରେ ୨-୩ଟି ଏଥିରୁ ଖାଆନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button