IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଘରର ଡାହାଣ ପଟେ ଲଗାନ୍ତୁ ଲାଜକୁଳି ଲତା: ଲାଗି ରହିବ ସୁଖଶାନ୍ତି, ଫେରିଆସିବ ଉନ୍ନତି

ଘରର ସୁନ୍ଦରତା ବଢାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଗଛ ଲଗାଇଥାଉ। କିଏ ବାସ୍ତୁଦୋଷ ଦୂର କରିବା ପାଇଁ ହେଉ ଅବା ଷ୍ଟାଇଲିସ୍‌ କରିବା ପାଇଁ ଅନେକ ଗଛ ଘରେ ଲଗାଯାଏ। ଏମାନଙ୍କ ମଧ୍ୟରେ ମନିପ୍ଲାଣ୍ଟ, ତୁଳସୀ, କାକଟସ୍‌ ଇତ୍ୟାଦି ଗଛ ରହିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଘରେ ଲାଜକୁଳି ଲତା ଲଗାଇବା ଦ୍ୱାରା ଘରର ସୁନ୍ଦରତା ବଢିବା ସହ ଘରର ଆଗାମୀ ପିଢି ପାଇଁ ମଧ୍ୟ ଉତ୍ତମ ରହିଥାଏ। ଏହାକୁ ଲଗାଇଲେ ଘରୁ କେବେ ଲକ୍ଷ୍ମୀ ଯାଆନ୍ତି ନାହିଁ। ଆସନ୍ତୁ ଜାଣିବା ଆଉ କ’ଣ ରହିଛି ଏହାର ଫାଇଦା…

– ଏହାକୁ ଘରେ ଲଗାଇବା ଦ୍ୱାରା ପରିବାର ଆଗାମୀ ପିଢି ଉନ୍ନତି କରିଥାଏ।

chui mui

– ଏହାଯୋଗୁଁ ଘରେ କେବେ ବି କଳି ଝଗଡା ଲାଗେ ନାହିଁ।

– ଏହାକୁ ଘରେ ଲଗାଇବା ଦ୍ୱାରା ସକାରାତ୍ମକ ଚିନ୍ତାଧାର ଲାଗିରହେ ଏବଂ ବାତାବରଣ ଭଲ ରହେ।

lakmi

– ଏହାକୁ ଘରର ଡାହାଣ ପଟେ ଲଗାନ୍ତୁ, ସବୁବେଳେ ସୁଖଶାନ୍ତି ଲାଗି ରହିବ। କୌଣସି ଜିନିଷର କେବେ ଅଭାବ ରହିବ ନାହିଁ।

– ଘରେ ଏହି ଗଛ ଲଗାଇବା ଦ୍ୱାରା ସବୁ ଚିନ୍ତା ଦୂରେଇ ରହିଥାଏ ଏବଂ ଘରେ ଅଶାନ୍ତି ଦେଖାଯାଏ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button