IBN ଓଡ଼ିଶା ବ୍ୟୁରୋ

ଗର୍ଭବତୀ ସମୟରେ ଅତ୍ୟଧିକ କେଶ ଝଡ଼ିବାକୁ ନେଇ ଚିନ୍ତିତ କି? ତେବେ ଏପରି ନିଅନ୍ତୁ ଯତ୍ନ

ଗର୍ଭବତୀ ସମୟରେ ମହିଳାମାନଙ୍କ ପାଖରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ସାଧାରଣତଃ ମହିଳାଙ୍କ ମାନସିକ ଏବଂ ଶାରୀରିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଯାଇଥାଏ। ଶାରୀରିକ ପରିବର୍ତ୍ତନରେ ମହିଳାମାନଙ୍କ ଶରୀର ଆକୃତିରେ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ ଅନେକ ମହିଳାମାନଙ୍କୁ ତ୍ୱଚା ଏବଂ କେଶ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। କେଶ ସମସ୍ୟାରୁ ମୁକ୍ତି ପାଇବାପାଇଁ ମଧ୍ୟ ଅନେକ ମହିଳା ମହଙ୍ଗା ସାମ୍ପୁ ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏଥିରେ ମଧ୍ୟ ଖାସ ପ୍ରଭାବ ପଡିନଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ କିପରି ନେବେ କେଶର ଯତ୍ନ।

hair

ଗର୍ଭବତୀ ସମୟରେ ମହିଳାମାନଙ୍କ କେଶ ଅଧିକ ମଜବୁତ ଏବଂ ଚମକଦାର ହୋଇଥାଏ। ଶରୀରରେ ଏଷ୍ଟ୍ରୋଜେନ ନାମକ ହରର୍ମୋନ ଅଧିକା ହେବାରୁ କେଶରେ ଅଧିକ ଚମକ ଦେଖାଯିବା ସହ ଘନ ଏବଂ ଲମ୍ବା ହୋଇଥାଏ। କିନ୍ତୁ ଅନେକ ମିହିଳାଙ୍କ ହର୍ମୋନରେ ପରିବର୍ତ୍ତନ ଯୋଗୁ ଅଧିକା କେଶ ଝଡ଼ିଥାଏ। ଏହିକାରଣରୁ ଆପଣ ଏହିସମୟରେ ସାମ୍ପୁ ଏବଂ କଣ୍ଡିସିନର ବ୍ୟବହାର କରିବା ବେଳେ ନିଶ୍ଚୟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହିସମୟରେ ବିଶେଷ ରୂପେ ଷ୍ଟ୍ରେଟନିଙ୍ଗ ଏବଂ ପରମିଟିଂ ଟ୍ରିଟମେଟ କରିବା ଅନୁଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button