IBN ଓଡ଼ିଶା ବ୍ୟୁରୋ

ଯେତେ ଚେଷ୍ଟା କଲେ ବି ରାତିରେ ଯଦି ନିଦ ଆସୁନି, ତେବେ ପରିବାର ସଦସ୍ୟ ଏକାଠି କରନ୍ତୁ ରାତ୍ରି ଭୋଜନ

ମଣିଷ ପାଇଁ ନିଦ ସେତିକି ଜରୁରୀ ହୋଇଥାଏ, ଯେତିକି ଖାଦ୍ୟପେୟ। ରାତିରେ ନିଦ ନ ଆସିବା ଆଜିକା ସମୟରେ ସବୁଠାରୁ ବଡ଼ ସମସ୍ୟା। ନିଦ ପୂରା ନ ହେବା ଦ୍ୱାରା ମଣିଷ ଚିନ୍ତାଗ୍ରସ୍ତ ରହିଥାଏ। କେଉଁଥିରେ ବି ମନ ଲାଗି ନ ଥାଏ। ଯଦି ଆପଣ ବି ଚିନ୍ତାଗ୍ରସ୍ତ ରହୁଛନ୍ତି, ଶୋଇବା ସମୟରେ ଆଦୌ ନିଦ ଆସୁନି, ତା’ହେଲେ ଆସନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ, ଯାହାକୁ ଆପଣାଇ ଆପଣ ବି ପାଇପାରିବେ ଗଭୀର ନିଦ।

hh

୧. ବାସ୍ତୁ ଅନୁସାରେ, ରାତିରେ ଶୋଇବା ସମୟରେ ବେଡରୁମରେ ଦେଶୀ ଘିଅର ଏକ ଦୀପ ଜଳାଇ ଶୋଇବା ଉଚିତ।

୨. ଘରର ସବୁ ସଦସ୍ୟ ଏକସାଥୀରେ ଭୋଜନ କରିବା ଉଚିତ। ଏମିତି କଲେ ମନ ଶାନ୍ତି ରହିଥାଏ ଏବଂ ଆପଣ ଖୁସି ଅନୁଭବ କରିଥାନ୍ତି।

ii

୩. ଖଟ ଉପରେ ବସି କେବେ ଖାଦ୍ୟ ଖାଇବା ଉଚିତ ନୁହେଁ ଏବଂ ଅଇଁଠା ବାସନ ସେମିତି ରଖିବା କଥା ନୁହେଁ।

୪. ବେଡରୁମରେ କେବେ ବି ଝାଡୁ ରଖନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button