IBN ଓଡ଼ିଶା ବ୍ୟୁରୋ

ରାତିରେ କେବଳ ୨ ବୁନ୍ଦା ଲଗାଇଲେ ଆପଣଙ୍କ ଚେହେରାରୁ ସବୁ ଦାଗ ହୋଇଯିବ ଦୂର କେବଳ କିଛି ମିନିଟରେ

ସାଧାରଣତଃ ଗୋରା ହେବା ସୁନ୍ଦରତାର ଏକ ମାପକାଠି ବୋଲି ମାନିଥାନ୍ତି । ଏହି ସୁନ୍ଦରତା କୁ ପାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ବି କରି ଥାନ୍ତି । ଚେହେରା କୁ ଗୋରା କରିବା ପାଇଁ ଦାମିକିଆ କ୍ରିମ, ଲୋଶନ, ଆଦି ସବୁ ଉପଯୋଗ କରନ୍ତି । କିନ୍ତୁ ଯଦି ଆପଣ ଘରେ ବସି ଗୋରା ହୋଇ ପାରିବେ ତେବେ ଏତେ ଅସୁବିଧା କଣ ପାଇଁ । କିନ୍ତୁ ଏଥିର ଟିକେ ସମୟ ଲାଗିବ ।

ଜରୁରୀ ନୁହେଁ କି ଆପଣ ରାତିରେ ବିୟୁଟି ପ୍ରୋଡକ୍ଟ ଲଗାନ୍ତୁ । କିଛି ସହଜ ଘରେଲୁ ଉପାୟ ଅଛି ଯାହା ଆପଣଙ୍କ ଚେହେରାକୁ ନେଚୁରାଲ ଗୋରା କରି ଦେବ । ଋତୁ ବଦଳିବା ସହିତ ନିଜର ସ୍କ୍ରିନ ର ଯତ୍ନ ନେବା ମଧ୍ୟ ଉଚିତ ।

ଏହା ଆପଣ ଜାଣି ଥିବେ କି ଶିତ ଋତୁ ହେଉ ଅବା ଗ୍ରୀଷ୍ମ ଋତୁ ସାଧାରଣତଃ ସୂର୍ଯ୍ୟର କିରଣ ରୁ ହେଉଥିବା ଟୈନିଂଗ, ଚେହେରା ଆସୁଥିବା ତେଲିଆ ଅଂସ, ଗରମ କାରଣରୁ ଜଳୁଥିବା ସ୍କିନ, ଏହି ସବୁଠୁ ଯଦି ନିଜର ଶରୀରକୁ ଏବଂ ନିଜର ସ୍କିନ ବଞ୍ଚାଇବା ପାଇଁ ବର୍ତ୍ତମାନ ଠାରୁ ଧ୍ୟାନ ଦେବାର ଅଛି । ଏଠି ଆମେ ଏମିତି ଏକ ଘରେଲୁ ଉପାୟ କହିବୁ ଯାହାକୁ ଗରମ ଦିନରେ ଆପଣଙ୍କୁ ଆରମ୍ଭ କରିଦେବା ଉଚିତ ।

ଆସନ୍ତୁ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣଙ୍କୁ କଣ ସବୁ କରିବାର ଅଛି । ଏଥିପାଇଁ ଆପଣଙ୍କୁ ତିଆରି କରିବାକୁ ପଡିବ ଅଏଲି କ୍ରିମ ଯାହାପାଇଁ ଆପଣଙ୍କୁ ଦରକାର ଗୋଟିଏ ନିଭିଆ କ୍ରିମ ଏବଂ ଏକ ଜନସନ ବେବୀ ର ବେବୀ ଅୟଲ ।

ପ୍ରଥମେ ଗୋଟିଏ ଗିନାରେ ଟିକେ ନିଭିଆ କ୍ରିମ ପକାନ୍ତୁ ତାହା ପରେ ସେଥିରେ ଜନସନ ବେବୀ ଅୟଲ ପକାନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ ।

ବର୍ତ୍ତମାନ ଆପଣଙ୍କୁ ଏହି ତେଲ କୁ ନିଜ ଚେହେରା ରେ ସବୁଦିନ ଶୋଇବା ପୂର୍ବରୁ ଲଗାନ୍ତୁ । ଏହି ଉପାୟ କୁ ନିୟମିତି ରୂପରେ କରିବେ ତେବେ ଆପଣଙ୍କ ଚେହେରାରେ କିଛି ସପ୍ତାହ ପରେ ଚେଞ୍ଜେସ ଆରମ୍ଭ ହୋଇଯିବ । ଆପଣଙ୍କର ଚେହେରାରେ ଥିବା ସବୁ ଦାଗ ଚାଲି ଯିବ । ତାହା ସହିତ ଆପଣ ବହୁତ ଗୋରା ଦେଖ ଯିବାକୁ ଲାଗିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button