IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଝିଅମାନଙ୍କର ଏହି କାମ ସବୁ ଦେଖି ପୁଅମାନେ ହେଲେ ପାଗଳ, ଏକୁଟିଆ ଥିଲା ବେଳେ ହିଁ ଦେଖନ୍ତୁ ଏହି ସବୁ ଫୋଟୋ

ଆଜିକାଲି ଦୁନିଆ ସାରା ଲୋକମାନଙ୍କର କିଛି ନୂଆ ଏବଂ ମଜାଦାର ଫଟୋ ସୋଶଲ ମିଡିୟା ଦ୍ଵାରା ସାମ୍ନାକୁ ଆସିଥାଏ । ଏହି ଫଟୋ ଗୁଡିକ ସୋଶଲ ମିଡିୟା ରେ ଭାୟରାଲ ହେଉଛି ଏବଂ ଲୋକମାନେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି । ଝିଆପିଲା ମାନଙ୍କର ଏହି ଅଭୁତ କାମ ସହ ଜଡିତ ଏହି ଫଟୋ ଗୁଡିକ ବହୁତ ମଜାଦାର ଅଟେ । ଆଜି ଅମେ ଆପଣଙ୍କୁ ଏମିତି କିଛି ଫଟୋ ଦେଖାଇବାକୁ ଯାଉଛୁ ଯେଉଁଥିରେ ଝିଆପିଲାମାନେ ବହୁତ ଅଜୀବ ଏବଂ ଲଜ୍ଜ୍ୟାନୀୟ କାମ କରିବା ର ଦେଖା ଯାଉଛି । ଆପଣ ବି ଦେଖି ଅବାକ ହୋଇଯିବେ ।

ଦେଖନ୍ତୁ, ଏହି ଝିଅଟି କଣ ଦେଖିବାକୁ ଚେଷ୍ଠା କରୁଛି । ବିବାହିତ ଝିଅ କୁ ଏତେ ମଜା କାହିଁକି ଆସୁଛି, OMG ସେତିକି ଥାଉ, ବହୁତ ମଜା ଆସୁଛି।

ଚେହେରା ତ ଦେଖାଅ ।

 

ଝିଅ ପିଲା ହେଇ ପୁଅ ପିଲା ଭଳି କାମ କାହିଁକି କରୁଛ । କିଛି ତ ଲଜ୍ଜା କର

 

ଆଇନା ସହ ଏତେ ପ୍ରେମ ବୋଧେ କେହି କରିନଥିବେ । ଏବେ ଛାଡି ବି ଦିଅ ।

 

ହାତୀ ଛୁଆ କରୁଛି ଏମିତି କାମ ।

 

ମ୍ୟାଡମ ରେଳ ଲାଇନରୁ ହଟିଯାଆନ୍ତୁ , ଟ୍ରେନ ଆସିଯିବ ।

 

ମ୍ୟାଡମ କଣ ଏହି ଗଧ ହିଁ ମିଳିଲା ତାହା ସହିତ ଚୁମ୍ବନ କରିବାପାଇଁ, କଉ ବୟପ୍ରେଣ୍ଡ ଖୋଜିନିଅନ୍ତୁ।

 

ଏହାକୁ କହନ୍ତି ଟିମ ୱାର୍କ .. ଟିମ ୱାର୍କ ର ଏଭଲି ଭଲ ନମୁନା କେଉଁଠି ମିଳିବନି , କିନ୍ତୁ ଶେଷ ରେ ଥିବା ଝିଅର କଣ ଦୋଷ ଅଛି .. ଯଦି ଗୋଲ ହେଇ ବସି ଯାନ୍ତି ତେବେ ଆହୁରି ସୁବିଧା ହବ ..

 

ଝିଅ ପିଲାମାନେ , ପୁଅ ପିଲାମାନଙ୍କ ଠାରୁ କମ ନୁହନ୍ତି, ଏହି ଫୋଟ ଦେଖି ଜଣାପଡିଯାଉଛି

 

ଆଙ୍ଗୁଠି କାହାକୁ ଦେଖାଉଛନ୍ତି ମ୍ୟାଡମ , ସେ ତ ପଶୁ ଅଟେ , ଏବଂ ଆପଣ ବି…

 

ଏହି କୋକା କୋଲା କାହାପାଇଁ ନେଉଛନ୍ତି

 

ବେଳେ ବେଳେ ଆମେ ମାନେ ନିଜ ସାଙ୍ଗମାନଙ୍କ ସହ ଏମିତି ଥଟ୍ଟା କରିଦେଉ ଯେ ନିଜର ସୀମା ଭୁଲି ଯାଉ, ମଜା ପାଇଁ କିଛି ଏମିତି କରି ଦେଉ , ଯାହାଫଳରେ ଆମକୁ ବହୁତ ପଶ୍ଚାତାପ ହୋଇଥାଏ । ଏହି ଫୋଟୋ ଏମିତି ହିଁ କିଛି ଅଛି ।

 

ସୋସିୟାଲ ମିଡିଆ ରେ ଏଭଳି ଫୋଟୋ ଛାଡିଲେ କେବେ କେବେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button