ମନୋରଞ୍ଜନ

କେବେ ଟୀମ ଇଣ୍ଡିଆ ପାଇଁ ଖେଳୁଥିଲେ ଏହି 4ଟି ଖେଳାଳି, ଆଜି ହେଉଛନ୍ତି ଫିଲ୍ମ ଦୁନିଆର ସୁପରଷ୍ଟାର, ଜାଣନ୍ତୁ ଏହି ଦିଗ୍ଗଜ ମାନେ କିଏ ??

ଏହି କଥାରୁ ସମସ୍ତେ ଭଲଭାବରେ ଅବଗତ ଅଛନ୍ତି କି ଖେଳ ଜଗତର ଏବଂ ଫିଲ୍ମ ଜଗତର ସମ୍ପର୍କ ବହୁତ ପୁରୁଣା ଅଟେ । ଆପଣଙ୍କୁ କହି ଦେଉଛୁ ଯେ ବଲୀଉଡରେ ଏମିତି କେତେ ଷ୍ଟାର ଅଛନ୍ତି ଯାହାଙ୍କର ସ୍ଵପ୍ନ କିଛି ଅଲଗା ଥିଲା ଏବଂ ସେମାନେ କିଛି ଅଲଗା ବାଟରେ ନିଜର କ୍ୟାରିୟର ଗଢି ନେଲେ । ଏହି କ୍ରମରେ ଆମେ ଆପଣଙ୍କୁ କିଛି ଏମିତି ଖେଳାଳିଙ୍କ ସମ୍ବନ୍ଧ ରେ କହିବାକୁ ଯାଉଛୁ, ଯିଏକି ଗୋଟେ ସମୟରେ ଭାରତୀୟ ଟିମ ରେ କ୍ରିକେଟର ଥିଲେ, କିନ୍ତୁ କୌଣସି କାରଣରୁ ସେ ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିଜର କ୍ୟାରିୟର ବନାଇବା ପାଇଁ ଆସିବାକୁ ପଡିଲା ।

କିଛି ଏମିତି ଖେଳାଳି ଅଛନ୍ତି ଯେଉଁମାନେ କେତେକ ଫିଲ୍ମରେ ସବୁଠୁ ଭୟାନକ ଭିଲିଆନ ର ରୋଲ ମଧ୍ୟ କରି ଛନ୍ତି । ଆଜି ଆମେ ଯେଉଁ ୫ଟି ଖେଳାଳିଙ୍କ ସମ୍ଭନ୍ଧ ରେ କହୁଛୁ ସେମାନେ ହେଲେ-

ମୁକୁଲ ଦେବ

ମୁକୁଲ ଦେବ ସାଉଥ ଏବଂ ବଲୀଉଡ ର ଜଣାଶୁଣା ଅଭିନେତା ଅଟନ୍ତି । ଆପଣଙ୍କୁ କହିଦେଉଛୁ ଯେ ମୁକୁଲ ଦେବ ଭାରତର ଅଣ୍ଡର – ୧୯ ଟିମ ରେ କିଛି ମ୍ୟାଚ ଖେଳି ଛନ୍ତି । ମୁକୁଲ ଦେବ ଛୋଟ ପରଦାରୁ ଆରମ୍ଭ କରି ବଲୀଉଡ ଏବଂ ସାଉଥ ର କେତେକ ଫିଲ୍ମରେ କାମ କରି ଛନ୍ତି ।

ସଲିଲ ଅଙ୍କୋଲା

ସଲିଲ ଅଙ୍କୋଲା ନିଜର କ୍ରିକେଟ ଡେବ୍ୟୁ ସଚିନ ତେନ୍ଦୁଲକରଙ୍କ ସହିତ କରିଥିଲେ । ସଲିଲ ଏବେ ବହୁତ ଟିଭି ସୋ ଏବଂ ଫିଲ୍ମରେ କାମ କରି ସାରିଛନ୍ତି ।

ହାର୍ଡୀ ସଂଧୂ 

ହାର୍ଡୀ ସଂଧୂ ଆଜି ଭାରତର ଏକ ପ୍ରସିଦ୍ଧ ଗାୟକ ଅଟନ୍ତି । ଆପଣଙ୍କୁ କହୁଛୁ ଯେ ୬ ସେପ୍ଟେମ୍ବର ୧୯୮୬ ରେ ପଟିୟାଲା (ପଞ୍ଜାବ) ରେ ଜନ୍ମ ହରୱିଂଦର ସଂଧୂ ଉର୍ଫ ହାର୍ଡୀ ସଂଧୂ ୨୦୦୫ ରେ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରି ଥିଲେ । ସେ ଭଲ କ୍ରିକେଟ ମଧ୍ୟ ଖେଳୁ ଥିଲେ ।

ରାହୁଲ ଦେବ

ରାହୁଲ ଦେବ ଭାରତର ଅଣ୍ଡର – ୧୫ ଏବଂ ଅଣ୍ଡର – ୧୭ କ୍ରିକେଟ ଟିମରେ ରହି ଥିଲେ । ରାହୁଲ ପିଲାବେଲୁ ହିଁ ଏକ ଭଲ ଖେଳାଳି ଥିଲେ । ଆଜି ରାହୁଲ ଦେବ ବଲୀଉଡ ର ଏକ ଜଣା ଶୁଣା ଅଭିନେତା ଅଟନ୍ତି କେତେକ ଫିଲ୍ମରେ ସେ ଭିଲିୟାନ ରୋଲ ଭଲ ଭାବରେ ଅଭିନୟ କରିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button