IBN ଓଡ଼ିଶା ବ୍ୟୁରୋ

ଚ୍ୟାଲେଞ୍ଜ: ଆପଣମାନେ ଏହି ଫଟୋଗୁଡିକୁ ଦେଖି ନ ହସି ରହି ପାରିବେନି, କେବଳ ଭାରତରେ ହିଁ ଦେଖିବାକୁ ପାଇବେ ଏମିତି ମଜାଦାର ନଜାରା

କେବେ କେବେ କିଛି ଫଟୋ ଏତେ ସୁନ୍ଦର ହୋଇଥାଏ କି ତାହାକୁ ଦେଖୁଥିବା ଲୋକମାନେ ଦେଖି ରହିଯାଆନ୍ତି । ସେମାନେ ଜାଣି ପାରନ୍ତି ନାହିଁ ଫଟୋ ଉଠାଇଥିବା ଲୋକର ପ୍ରଶଂସା କରିବେ ନା ଯାହାର ଫଟୋ ଉଠିଛି । ଆପଣ ବୁଝି ପାରିବେ ନାହିଁ କି ଫଟୋ ଉଠାଇଥିବାର ଟାଇମିଙ୍ଗ ଠିକ ଥିଲା ନା ତାହାର କ୍ରିଏଟିବ ଆଇଡିଆ । ଆପଣ ସମସ୍ତେ ଜାଣିଛନ୍ତି କି ଆଜିକାଲି ସମୟରେ ଜଣେ ମଣିଷର ହସିବା ବହୁତ କଠିନ କାମ ଅଟେ ।

ଲୋକମାନେ ନିଜ କାମରେ ଏତେ ମସଗୁଲ ହୋଇଯାଆନ୍ତି କି ନିଜ ପାଇଁ ସମୟ ବାହାର କରିପାରନ୍ତି ନାହିଁ । ଏହା ସତ ଅଟେ କି ‘laughter is the best medicine’। ହସିବା କୌଣସି ଔଷଧ ଠାରୁ କମ ନୁହେଁ । ଯେଉଁ ଲୋକ ସମସ୍ୟାରେ ଥିବ କିମ୍ବା ରୋଗରେ ପିଡିତ ଥିବ ସେହି ଲୋକମାନଙ୍କ ପାଇଁ ହସ ଏକ ସ୍ଟ୍ରେସ ବର୍ସ୍ଟର ଭଳି କାମ କରିଥାଏ ।ସମସ୍ତ ବ୍ୟକ୍ତି ନିଜ ଜୀବନରେ ଭିନ୍ନ ଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ କରିଥାନ୍ତି ।

ଏହି ସମସ୍ୟାରୁ ବଞ୍ଚିବା ପାଇଁ ସବୁବେଳେ ପ୍ରସ୍ତୁତି ହୋଇରହିବା ଆବଶ୍ୟକ । ଆପଣ ଏମିତି ସେତେବେଳେ କରିପାରିବା ଯେତେବେଳେ ଆପଣ ସୁସ୍ଥ ଏବଂ ଆପଣଙ୍କର ମନ ପ୍ରସନ୍ନ ରହିଥିବ । ସେଥିପାଇଁ ଆଜି ଆମେ ଆପଣକ ପାଇଁ ସୋସିୟାଲ ମିଡିୟାରେ ଭାଇରାଲ ହେଉଥିବା କିଛି ଏମିତି ମଜାଦାର ଫଟୋ ନେଇ ଆସଛୁ ଯାହାକୁ ଦେଖି ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ । ଚାଳନ୍ତୁ ଦେଖିବା ସେହି ଫଟୋ ଗୁଡିକୁ…….

ବ୍ଳାଉଜରେ ସଠିକ ବ୍ୟବହାର କରିବା କିଏ ଏହି ମହିଳାଙ୍କ ଠାରୁ ଶିଖନ୍ତୁ

ଏହି ବ୍ୟକ୍ତି କିଛି ବର୍ଷ ଭିତରେ ଏଥିରେ ପବନ ଭର୍ତି କରିବାରେ ସଫଳ ହୋଇଯିବେ

ଭାରତ ଏକ ଲୋକତାନ୍ତ୍ରିକ ଦେଶ ଅଟେ, ଏଠି କିଛି ବି ହୋଇ ପାରେ

ଏହାକୁ କହନ୍ତି ଡିଜାଇନର ଶାଢୀ

ଏହି ସୁନ୍ଦର ଝିଅ ସହିତ ସେଲଫି ନେବାକୁ ସମସ୍ତେ ଚାହିଁବ

ଆଶ୍ଚର୍ଯ୍ୟ ହେବା ଆବଶ୍ୟକ ନୁହେଁ, ଦୁନିଆରେ ଏମିତି ବି ଲୋକ ଅଛନ୍ତି

ଫୁଟବଳ ପାଇଁ ଦିବାନା ହେବ ତ ଏହିଭଳି ନ ହେଲେ ନାହିଁ

ବର୍ତ୍ତମାନ ଆପଣ ଭାବୁଥିବେ କି ଏହି ଫଟୋରେ କଣ ମଜାଦାର ଜିନିଷ ଅଛି । ତେବେ ଆପଣଙ୍କୁ କହିଦେଉଛୁ ଯେ ଆପଣ ଯାହାକୁ ପେନ ଭାବୁଛନ୍ତି ତାହା ଏକ ଟାଟୂ ଅଟେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button