IBN ଓଡ଼ିଶା ବ୍ୟୁରୋ

କାହିଁକି ନିଜର ସ୍ତ୍ରୀଙ୍କ ସହିତ ବର୍ଷ ବର୍ଷ ଧରି ଅନ୍ଧ ହୋଇ ରହିଲେ ତାଙ୍କର ସ୍ଵାମୀ, କାରଣ ଜାଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ

ବଲୀଉଡର ଗୋଟିଏ ଗୀତ “ଗୋରେ ରଂଗ ପେ ତୋ ଇତନା ଗୁମାଂ ନା କର ଗୋରା ରଂଗ ଦୋ ଦିନ ମେଂ ଢଲ ଜାଏଗା” । ଏହା ଏକ ଗୀତ ଅଟେ କିନ୍ତୁ ପୁରା ସଠିକ ଅଟେ କାରଣ ଭଲ ଚେହେରା ଏବଂ ଗୋରା ରଙ୍ଗ ସବୁବେଳେ ଆପଣଙ୍କ ସହିତ ରୁହେ ନାହିଁ । ବଢୁଥିବା ବୟସରେ ଏହା ସବୁ ପଛରେ ରହିଯାଏ ବଞ୍ଚିଥାଏ କେବେଲ ଶରୀରର । ସେଥିପାଇଁ କୁହାଯାଏ ମଣିଷର ଚେହେରାକୁ ନୁହେଁ ତାହାର ମନକୁ ଦେଖି ଭଲ ପାଇବା ଉଚିତ ।

କାରଣ ମଣିଷର ବ୍ୟବହାର କେବେ ବି ବଦଳିବ ନାହିଁ କିନ୍ତୁ ତାହାର ସୁନ୍ଦରତା ଗୋଟିଏ ବୟସ ପରେ ବଦଳି ଯିବ । ଆଜି ଆମେ ଆପଣମାନଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ ।

ଏହି ପ୍ରେମ କାହାଣୀ ବେଙ୍ଗାଲୁରୁର ଏକ ଧନୀ ଘରର ପୁଅ ଏବଂ ଏକ କୃଷକର ଝିଅର । ଶିବମ ବେଙ୍ଗାଲୁରୁର ଗୋଟିଏ ଧନୀ ପରିବାର ପୁଅ ଅଟନ୍ତି । ଦିନେ ସେ ଏକ କୃଷକଙ୍କର ଝିଅକୁ ଦେଖି ତାଙ୍କୁ ନିଜର ହୃଦୟ ଦେଇ ଦେଲେ । ଝିଅ ବହୁତ ସୁନ୍ଦର ଏବଂ ଚାଲାକ ଥିଲା । କିନ୍ତୁ ଶିବମ ଧନୀ ଘରର ପୁଅ ଥିବା ସତ୍ବେ କିନ୍ତୁ ସେହି ଝିଅକୁ ମନାଇବା ବହୁତ କଷ୍ଟ ଥିଲା ।

ପ୍ରଥମେ ଶିବମ ଯେତେବେଳେ ସେହି ଝିଅକୁ ପ୍ରୋପଜ କଲେ ସେହି ଝିଅ ଜଣକ ମନା କରିଦେଲେ । ଏହା ପରେ ଶିବମ ନିଜର ବାହାଘରର ପ୍ରସ୍ତାବ ନେଇ ସେହି ଝିଅ ଘରକୁ ଗଲେ । ଝିଅଘର ବାହାଘର ପାଇଁ ରାଜି ହୋଇଗଲେ ଏବଂ ଦୁଇଜଣଙ୍କର ବାହାଘର କରିଦେଲେ । ଦୁଇଜଣ ନିଜର ବିବାହିତା ଜୀବନରେ ଖୁସିରେ ଥିଲେ । କିନ୍ତୁ ଅଚାନକ ଝିଅକୁ ସ୍କିନ ଡିଜିଜ ଭଳି ଏକ ରୋଗ ହୋଇଗଲା ।

କିନ୍ତୁ ସେହି ଝିଅର ବହୁତ ଚିକସ୍ଛା କରାଗଲା ତଥାପି ତାହାର ଏହି ରୋଗ ଭଲ ହେଲା ନାହିଁ । ଏହ ସମୟରେ ସେହି ଝିଅ ଜଣକ ଭାବିଲେ କି ତାଙ୍କର ସ୍ଵାମୀ ତାଙ୍କୁ ଏହି ରୋଗ ଯୋଗୁ ତାଙ୍କୁ ଛାଡି ନ ଦିଅନ୍ତୁ । କିନ୍ତୁ ଦିନେ ଜଣା ପଡିଲା କି ଶିବମଙ୍କର ଦୁର୍ଘଟଣା ହୋଇ ଯାଇଛି ଏବଂ ସେହି କାରଣରୁ ତାଙ୍କର ଦୁଇ ଆଖି ନଷ୍ଟ ହୋଇ ଯାଇଛି । ଶିବମର ଦୁର୍ଘଟଣା ହେବା ପରେ ଝିଅ ଜଣକ ତାଙ୍କର ଆହୁରି ସେବା କରିବାକୁ ଲାଗିଲା । ଏବଂ ସେ ଯେଉଁ ବିଷୟରେ ଡରୁ ଥିଲା ବର୍ତ୍ତମାନ ତାଙ୍କର ସେହି ଡରଟି ଚାଲିଗଲା ।

ଏହା ପରେ ଦୁଇଜଣ ନିଜର ଜୀବନ ଜାପାନ କରୁଥିଲେ । କିନ୍ତୁ ଝିଅର ଶରୀର ଦିନକୁ ଦିନ ଖରାପ ହେବାକୁ ଲାଗିଲା ଏବଂ ତାଙ୍କର ନିଧନ ହୋଇଗଲା । ଯାହା ପରେ ଶିବମ ସହର ଛାଡି ଯିବା ପାଇଁ ନିଷ୍ପତି ନେଲେ । ଯେତେବେଳେ ଶିବମ ସହର ଛାଡି ଯାଉଥିଲେ ସେହି ସମୟରେ ତାଙ୍କର ପଡୋଶୀ ପଚାରିଲେ ଯେ ତୁମେ ଏହି ଅବସ୍ଥାରେ କେଉଁଠିକୁ ଯିବ । ତୁମକୁ ତ କିଛି ଦେଖାଯାଉ ନାହିଁ । ଏହାର ଉତ୍ତର ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଶିବମ ନିଜର ପଡୋଶୀଙ୍କୁ କହିଲେ କି ମୁଁ କେବେ ବି ଅନ୍ଧ ହୋଇ ନଥିଲି ମୁଁ କେବଳ ଅଭିନୟ କରୁଥିଲି ।

ମୁଁ ଚାହୁଁଥିଲି କି ମୋ ସ୍ତ୍ରୀ ତାହାର ରୋଗ ଏବଂ ଅସୁନ୍ଦରତା ପାଇଁ ଏହା ନ ଲାଗୁ କି ବର୍ତ୍ତମାନ ମୁଁ ତାହାକୁ ଭଲପାଉ ନାହିଁ । ସେଥିପାଇଁ ମୁଁ ଅଭିନୟ କରୁଥିଲି । ଯାହାଦ୍ଵାରା ସେ ଖୁସିରେ ରହିପାରିବ । ଏହା ଶୁଣି ପଡୋଶୀ ଜଣକଙ୍କ ଆଖିରୁ ଲୁହ ଚାଲି ଆସିଥିଲା । ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳିଲା କି ଯଦି କାହାକୁ ଭଲ ପାଉଛନ୍ତି ତେବେ ତାଙ୍କର ଚେହେରା ମାନେ ରଖେ ନାହିଁ, ମାନେ ରଖିଥାଏ ସେହି ବ୍ୟକ୍ତିର ଆଚାରନ ସବୁବେଳେ ତାହା ସହିତ ରହିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button