IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପାକିସ୍ତାନ କଲା ଦାବି କି ଭାରତ ଏବଂ ଇସ୍ରାଇଲ ମିଶି କରିବାକୁ ଚାହୁଁଛନ୍ତି ଆମ ଉପରେ ଆକ୍ରମଣ, ପାକିସ୍ତାନ ମିଡିୟା ଆହୁରି କହିଲା କି…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଗାତର ଶତ୍ରୁତା ବଢିବାରେ ଲାଗିଛି । ଏବଂ ଏହିଭଳି ସ୍ଥିତିରେ କେଉଁଠି ନା କେଉଁଠି ପାକ ଉପରେ ଚାପ ବି ବଢିବାରେ ଲାଗିଛି । ଏମିତିରେ ଦୁନିଆର ପ୍ରାୟତଃ ଦେଶ ଗୁଡିକ ଭାରତ ପକ୍ଷରେ ଛିଡା ହୋଇ ଛନ୍ତି । ଭାରତର ଯଦି କେହି ବଡ ପକ୍ଷ ଯଦି ଏଠି କେଉଁ ଦେଶ ନେଉଛି ତେବେ ସେ ଦେଶ ହେଉଛି ଇସ୍ରାଇଲ ।

ଇସ୍ରାଇଲ ଏକ ଏମିତି ଦେଶ ଅଟେ ଯିଏକି ଏକା ସହିତ ୭ ୭ ଟି ଦେଶକୁ ଏକେଲା ହିଁ ମାଟିରେ ମିଶାଇ ପାରିବ । ବର୍ତ୍ତମାନ ଏହି ଦେଶ ଭାରତ ସହିତ ମିଶି ଯାଇଛି । ପାକିସ୍ତାନ ମିଡିୟା ତରଫରୁ ଏହିଭଳି ଖବର ଆସୁଛି କି ଭାରତ ଏବଂ ଇସ୍ରାଇଲ ଦୁଇଜଣ ମିଶି ପାକିସ୍ତାନକୁ ଶେଷ କରିବାକୁ ପ୍ରସ୍ତୁତି କରୁଛନ୍ତି ।

ଯେତେବେଳ ଠାରୁ ଭାରତ ପାକିସ୍ତାନର ଡ୍ରୋନକୁ ମାରି ତଳେ ପକାଇ ଦେଇଛି ସେହି ସମୟରୁ ହିଁ ଇସ୍ରାଇଲ ଭାରତ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇ ଯାଇଛି । ଇସ୍ରାଇଲ ପାଖରେ ବହୁତ ଉଚ୍ଚ ଟେକନିକର ମିସାଇଲ ଅଛି । ଯାହା ପାକକୁ ଗୋଟିଏ ସେକେଣ୍ଡରେ ମାଟିରେ ମିଶାଇ ପାରିବ ଏବଂ ଯଦି ଇସ୍ରାଇଲ ଭାରତ ସହିତ ମିଶି ପାକ ଉପରେ ଆକ୍ରମଣ କରୁଛି ତେବେ ସେଥିରୁ ବଞ୍ଚିବା ପାକିସ୍ତାନ ପାଇଁ ଅସମ୍ଭବ ହୋଇ ଯିବ ।

ଆପଣଙ୍କୁ କହି ଦେଉଛୁ ଯେ ଯେବେଠୁ ପୁଲୱାମା ଆକ୍ରମଣ ହୋଇଥିଲା ସେତେବେଳେ ଠାରୁ ହିଁ ଇସ୍ରାଇଲ ତରଫରୁ କୁହା ଯାଇଥିଲା କି ଭାରତକୁ ଖୋଲି କରି ଏହାର ଜବାବ ଦେବା ଉଚିତ ଏବଂ ଏଥିରେ ଇସ୍ରାଇଲ ଦ୍ଵାରା ଯାହା ବି ହୋଇପାରିବ ସେ ନିଶ୍ଚିତ କରିବ ଏବଂ ଏହି କାରଣ ଅଟେ ଯାହା ଦ୍ଵାରା ପାକ ଏବଂ ପାକର ମିଡିୟାକୁ ଭାରତ ଏବଂ ଇସ୍ରାଇଲର ବନ୍ଧୁତା ଦ୍ଵାରା ଡର ଲାଗୁଛି ।

ଭାରତ, ଇସ୍ରାଇଲ ଠାରୁ ବହୁତ ଡିଫେନ୍ସ ଟେକନିକ ଏବଂ ମିସାଇଲ ଆମଦାନୀ କରୁଛି । ଯେଉଁ କାରଣରୁ ଦୁଇ ଦେଶ ମଧ୍ୟରେ ଭଲ ସମ୍ବନ୍ଧ ଅଛି ଏବଂ କାରଣ ହିନ୍ଦୁ ଏବଂ ଯୁହୁଦି ଦୁଇ ଧର୍ମ ଗୋଟି ଗୋଟିଏ ଦେଶ ପର୍ଯ୍ୟନ୍ତ  ହିଁ ସୀମିତ ରହିଛନ୍ତି । ତେବେ ଏହିଭଳି ବିଚାର ଧାରା ଦୁଇ ଦେଶକୁ ଆହୁରି ପାଖାପାଖି ଆଣିବା ପାଇଁ କାମ କରିଥାଏ ଏବଂ ଆଗକୁ ବୋଧେ କରୁବି ଥିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button