ଖେଳ

ମହିଳା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ – Ibnodisha

[ad_1]

ନୂଆଦିଲ୍ଲୀ: ଏସୀୟ କ୍ରୀଡାରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଆଜି ଗୋଟିଏ ଦିନରେ ଭାରତକୁ ୨ ଦୁଇଟି ସ୍ୱର୍ଣ୍ଣ ମିଳିଛି । ଫାଇନାଲରେ ଶ୍ରୀଲଙ୍କାକୁ ହରାଇଲା ଭାରତ । ୨ଟି ସ୍ୱର୍ଣ୍ଣ ପଦକ ସହ ଭାରତକୁ ମୋଟ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଲା । ସୁଯୋଗ ହାତ ଛାଡା ନକରିବାକୁ ମହିଳା ଟିମ୍ ସ୍ୱତନ୍ତ୍ର ରଣନୀତି ଆପଣେଇଥିଲା ।

ଆଜି ୧୦ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ରୁଦ୍ରାଂଶ ପାଟିଲ ଓ ଦିବ୍ୟାଂଶ ପନୱାର ଓ ଐଶ୍ୱର‌୍ୟ୍ୟ ତୋମାରଙ୍କ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ସେମାନେ ୧୮୯୩.୭ ପଏଣ୍ଟ ପାଇ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button