ଅପରାଧ

ଫୁଟିଲା ବୋମା, ଘଟଣାରେ ୩ ଆହତ – Ibnodisha

[ad_1]

କଟକ: ଅଶାନ୍ତ କଟକ । ଖୁଦୁରୁକୁଣୀ ଓଷାକୁ ନେଇ ଘଟିଗଲା ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଥିଲେ ଦୁଇଗୋଷ୍ଠୀ । ବଚସାରୁ ଘଟଣା ଧୀରେ ଧୀରେ ତୀବ୍ର ରୂପ ନେଲା । ଘଟଣାକୁ ନେଇ ଫୁଟିଲା ବୋମା । ଘଟଣାରେ ୩ଜଣ ଆହତ ହେଲେ । ଏଭଳି ଘଟଣା କଟକ ତିଗିରିଆ ବିଷ୍ଣୁପୁର ଗାଁରୁ ସାମ୍ନାକ୍‌ୁ ଆସିଛି ।

ଦୁଇ ଯୁବ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗାଁରେ ବୋମାଡରେ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button