IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଅମୃତ ଭଳି କାମ କରିଥାଏ କଞ୍ଚା ଲଙ୍କା, ଗରମ ଦିନରେ ସବୁ ଦିନ ଗୋଟିଏ ଲଙ୍କା ଖାଇଲେ ଦୂର ହୋଇଥାଏ ଏହି ସବୁ ରୋଗ

କଞ୍ଚା ଲଙ୍କା ବିନା କୌଣସି ବି ଖାଦ୍ୟ ସ୍ଵାଦିଷ୍ଟ ହୋଇ ପାରିବ ନାହିଁ । ସମସ୍ତ ସ୍ପାଇସୀ ଖାଦ୍ୟରେ ଲଙ୍କାର ମୁଖ୍ୟ ଭୂମିକା ରହିଥାଏ । ଲଙ୍କା କେବଳ ଖାଦ୍ୟକୁ ସ୍ଵାଦିଷ୍ଟ କରେ ନାହିଁ ଏହା ଛଡା ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅମୃତ ସମାନ ହୋଇଥାଏ । ଚାଳନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା ।

ଅମୃତ ଭଳି କାମ କରିଥାଏ କଞ୍ଚା ଲଙ୍କା

କଞ୍ଚା ଲଙ୍କା ଖାଇବା ଦ୍ଵାରା କ୍ଷତି ହୁଏ ନାହିଁ ଲାଭ ହୋଇଥାଏ । ସମସ୍ତେ ଗରମ ଦିନରେ କୋଲ୍ଡ ଡ୍ରିଂକ ଏବଂ ଆଇସକ୍ରୀମ ଖାଇ ନିଜକୁ ଥଣ୍ଡା ରଖିଥାନ୍ତି । କିନ୍ତୁ କଞ୍ଚା ଲଙ୍କା ଆଇସକ୍ରୀମ ଠାରୁ ବି ଅଧିକ ଆପଣଙ୍କର ପେଟକୁ ଥଣ୍ଡା ରଖି ପାରିବ । ଏହି ଲଙ୍କା ଆପଣଙ୍କୁ ହୀଟ ସ୍ଟ୍ରୋକ ଏବଂ ଲୂ ରୁ ବଞ୍ଚାଇବା ଛଡା ବି କେତେକ ଗମ୍ଭୀର ରୋଗରୁ ବି ବଞ୍ଚାଇବାର କାମ କରିଥାଏ । ତେବ ଚାଲନ୍ତୁ ଜାଣିବା ଏହା ବିଷୟର ।

୧. କଞ୍ଚା ଲଙ୍କା ଏନ୍ଟି ଅକ୍ସୀଡେଂଟ ଏବଂ ଡାଇଟ୍ରୀ ଫାଇବର୍ସରେ ଭରପୁର ଥାଏ । ଏହି କାରଣରୁ ଏହା ଦ୍ଵାରା ପାଚନ କ୍ରିୟା ଭଲ ରହିଥାଏ । ପାଚନ କ୍ରିୟା ସଠିକ ହେବା କାରଣରୁ ଓଜନ ସନ୍ତୁଳନ ବି ଭଲ ହୋଇ ପାରିବ । ଯଦି ଆପଣ ସାଲାଡ ଖାଉଛନ୍ତି ତେବେ ତାହା ସହିତ କଞ୍ଚା ଲଙ୍କା ଖାଇବା ଦ୍ଵାରା ତାହା ଆପଣଙ୍କର ଭୋକକୁ ବି ନିୟନ୍ତ୍ରିତ ରଖିଥାଏ ।

୨. କୌଣସି ଖାଦ୍ୟ ସହିତ ଯଦି ଆପଣ କଞ୍ଚା ଲଙ୍କା ଖାଉଛନ୍ତି ତେବେ ଆପଣଙ୍କୁ ଗ୍ୟାସ ଏବଂ କବ୍ଜ ଭଳି ରୋଗ ବି ହୋଇପାରିବ ନହିଁ ।

୩. ବାହାର ଲଙ୍କାରେ ଏନ୍ଟି ବୈକ୍ଟୀରିୟଲ ତତ୍ୱ ମିଳିଥାଏ ଯାହାକି ଶରୀରରେ ଥିବା ଭୟାନକ ବ୍ୟାକ୍ଟେରିୟାକୁ ନଷ୍ଟ କରିବାରେ କାମ କରିଥାଏ । ଏବଂ ଶରୀରକୁ ଏଲର୍ଜୀ ଓ ସଂକ୍ରମଣରୁ ବି ବଞ୍ଚାଇ ଥାଏ ।

୪. କଞ୍ଚା ଲଙ୍କାର ସେବନ କରିବା ଦ୍ଵାରା ଏହା ସୁଗାର ଲେବୁଲକୁ ବି ସଠିକ ରଖିବାରେ କାମ କରିଥାଏ । ସେଥିପାଇଁ ଡାୟବିଟୀଜ ରୋଗୀଙ୍କୁ ସବୁଦିନ କଞ୍ଚା ଲଙ୍କା ନିଶ୍ଚିତ ଖାଇବା ଉଚିତ ।

୫. କଞ୍ଚା ଲଙ୍କାରେ ମିଳୁଥିବା ଭିଟାମିନ A ଶରୀରର ସମସ୍ତ ଅଂସ ପାଇଁ ଭଲ ହୋଇଥାଏ । ଖାସ କରି ଏହା ଆଖି ପାଇଁ ବହୁତ ଭଲ ହୋଇଥାଏ ।

୬. ଯେଉଁମାନେ ସଠିକ ରୂପରେ କଥାବାର୍ତ୍ତା କରି ପାରନ୍ତି ନାହିଁ ଅର୍ଥାତ ସେମାନେ ତୋତଲା ହୋଇଥାନ୍ତି ତେବେ ସେମାନଙ୍କୁ ସବୁଦିନ ଗୋଟିଏ କଞ୍ଚା ଲଙ୍କା ସେବନ କରିବା ଉଚିତ ।

୭. କଞ୍ଚା ଲଙ୍କାକୁ କୌଣସି ବି ରୂପରେ ସେବନ କରି ପାରିବେ କିନ୍ତୁ ଯଦି ଏହାକୁ କଞ୍ଚା ରୂପରେ ସେବନ କରାଯାଏ ତେବେ ଏହା ଧିକ ଲାଭବାନ ହୋଇଥାଏ ।

୮. କଞ୍ଚା ଲଙ୍କା ଖାଇବା ଦ୍ଵାରା ଗରମ ଦିନରେ ଲୂ ଏବଂ ଭାଇରାଲ ଫିବରରୁ ବି ଆପଣ ବଞ୍ଚି ପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button