IBN ଓଡ଼ିଶା ବ୍ୟୁରୋ

ପିଠି ଉପରେ ଲାଞ୍ଜ ନେଇ ଜନ୍ମ ହେଲା ଏହି ଶିଶୁଟି, ଲୋକମାନେ ଦେଲେ ହନୁମାନଙ୍କର ନାମ, ଫଟୋସବୁ ଦେଖିଲେ ଆପଣ ବିଶ୍ବାସ କରିପାରିବେନି

କହିବାକୁ ଗଲେ ଭଗବାନଙ୍କର ଲୀଳା ଅଜବ ଅଟେ, ତାକୁ କେହି ବି ବୁଝି ପାରିବେ ନାହିଁ । କେତେ ଥର ଆମ ସାମ୍ନାରେ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଦେଖି ଆମକୁ ଏହି ପୃଥିବୀରେ ଭଗବାନଙ୍କର ଉପସ୍ଥିତିର ଅନୁଭବ ହୋଇଯାଏ । ଏକ ଏମିତି ହିଁ ବଡ ଅଜବ ଗଜବ ଜିନିଷ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାମଲାଟି ଏକ ଛୋଟ ପିଲାର ଅଟେ, ଯାହାକୁ ଦେଖିବା ପାଇଁ ଦୂର ଦୂରରୁ ଲୋକମାନେ ଆସିଥାନ୍ତି ।

ଇଲାହାବାଦର କୌଂଧିୟାରାରେ ଏକ ଗ୍ରାମ ଅଛି । ଏଠି ରହୁଥିବା ରାମସୁନ୍ଦର ର ପରିବାର ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚାର ବିଷୟ ହୋଇ ଯାଇଛି । ଏହାର କାରଣ ଅଟେ ତାଙ୍କର ଛୋଟ ପୁଅ । ଏହି ଶିଶୁର ଏକ ଲାଞ୍ଜ ଅଛି । ଲାଞ୍ଜ ଶିଶୁଟିର ଜନ୍ମ ସମୟରୁ ହିଁ ଶରୀର ସହିତ ଯୋଡି ହୋଇ ଥିଲା । ଯେତେବେଳେ ଏହି ଛୋଟ ପିଲାଟି ଜନ୍ମ ହୋଇଥିଲା ସେତେବେଳେ ତାହାର ଏହି ଲାଞ୍ଜ ଛୋଟ ଥିଲା, କିନ୍ତୁ ବୟସ ସହିତ ଏହି ଲାଞ୍ଜଟି ବି ଲମ୍ବିବାକୁ ଲାଗିଲା ।

ପିଲାଟିର ଲାଞ୍ଜ ଏତେ ବଡ ହୋଇ ଗଲାଣି କି ତାହା ପ୍ୟାଣ୍ଟ ବାହାରକୁ ବି ଦେଖା ଯାଉଛି । ବର୍ତ୍ତମାନ ଏହି ଲାଞ୍ଜଟି ପାଖାପାଖି ୬ ଇଞ୍ଚ ଲାମ୍ବା ହୋଇ ଯାଇଛି ।

ଆଖପାଖର ଲୋକମାନେ ଏହି ପିଲାଟିକୁ ଛୋଟ ହନୁମାନ ବୋଲି ମାନୁଛନ୍ତି । ଏହି କାରଣରୁ ଏହି ପିଲାଟିର ନାମ ବଜରଙ୍ଗୀ ବି ରଖା ଯାଇଛି । ଦୂରରୁ ଆସୁଥିବା ଲୋକମାନେ ଏହି ପିଲାଟିକୁ ଦେଖି ଏହାକୁ ଭଗବାନଙ୍କର ଅଦ୍ଭୁତ ଚମତ୍କାର ବୋଲି ବି କହୁଛନ୍ତି । ପିଲାଟିର ମା’ କହିଲା କି ଯେତେବେଳେ ତାଙ୍କ ପୁଅର ଜନ୍ମ ହୋଇଥିଲା ସେତେବେଳେ ତାହାର ପିଠି ପଛ ପଟେ ଏକ ଛୋଟ ମାଂସ ଖଣ୍ଡ ଝୁଲୁଥିଲା ଓ ଏହି ମାଂସ ଖଣ୍ଡଟି ଧୀରେ ଧୀରେ ଲମ୍ବା ହେବାକୁ ଲାଗିଲା ।

ଏହା ପରେ ଯେତେବେଳେ ଆମେ ଡାକ୍ତରମାନଙ୍କର ପରାମର୍ଶ ନେଇ ଏହାକୁ ଅପରେସନ କରିବାକୁ ନିଷ୍ପତି ନେଇଥିଲୁ, ଯାହା ପରେ ପୁରା ପରିବାର ଅସୁସ୍ଥ ହୋଇ ଯାଇଥିଲା । ଏହା ପରେ ଯେତେବେଳ ବି ଏହି ଲାଞ୍ଜର ଅପରେସନ କଥା ଘରେ ଉଠିଥାଏ ତେବେ ସମସ୍ତେ ଅସୁସ୍ଥ ହୋଇ ଯାଆନ୍ତି । ସେଥିପାଇଁ ଘରେ ଆଉ ଲାଞ୍ଜ ବିଷୟରେ କିଛି ବି ଚର୍ଚ୍ଚା କରାଯାଏ ନାହିଁ ।

ଡାକ୍ତରମାନଙ୍କର ମାନିବେ ତ ଏହା ହର୍ମୋନଲ ପ୍ରୋବ୍ଲେମ ଅଟେ । ଯଦି ଏହି ଲାଞ୍ଜକୁ ସଠିକ ସମୟରେ କଟା ନ ଯାଏ ତେବେ ଶିଶୁକୁ ଭବିଷ୍ୟତରେ ଅସୁବିଧା ହୋଇ ପାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବଜରଙ୍ଗୀର ମା’ର କହିବା ଅଟେ କି ବଜରଙ୍ଗୀ ଜନ୍ମ ହେବା ପରେ ହିଁ ତାଙ୍କ ଘରର ପରିସ୍ଥିତିରେ ସୁଧାର ଆସିଛି ଓ ତା’ର ପିତାକୁ ବି ଗୋଟିଏ ଭଲ ଚାକିରି ମିଳିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button