ରାଜ୍ୟ
ଆଜି ୪ଟା ଯାଏଁ ଗୃହ ମୁଲତବି – Ibnodisha

[ad_1]
ଭୁବନେଶ୍ୱର:ବିଧାନସଭାରେ ମଙ୍ଗଳବାର ମୌସୁମୀ ଅଧିବେଶନର ତୃତୀୟ ଦିନ । ମାତ୍ର ଆଜି ମଧ୍ୟ ଚାଲି ପାରିନାହିଁ ଗୃହ। ଗୃହରେ ପୁଣି ହଙ୍ଗାମା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି । ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।ଗୃହରେ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ମଧ୍ୟାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।
୨୯ ବଦଳରେ ୨୮ରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର
[ad_2]




