IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏମିତି କେଉଁ ଜିନିଷ ଅଟେ ଯାହାକୁ ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ନୁହେଁ

ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଜେନେରାଲ ନଲେଜ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ସ୍ମାର୍ଟ ଓ ଜ୍ଞାନୀ ହୋଇପାରିବେ । ଏହି ସବୁ ଜେନେରାଲ ନଲେଜ ବିଭିନ୍ନ ପରୀକ୍ଷାରେ ବହୁତ ଉପଯୋଗୀ ହେବା ସହିତ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଜେନେରାଲ ନଲେଜର କିଛି ପ୍ରଶ୍ନ ଓ ଏହାର ସଠିକ ଉତ୍ତର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

୧. ଏମିତି କଣ ଅଛି ଯାହାକୁ ସବୁ ଲୋକ ଅନ୍ଧାରରେ କରିଥାନ୍ତି ?

ଉତ୍ତର- ଆଲୋକ

୨. ମଣିଷର ମସ୍ତିସ୍କର ଓଜନ କେତେ କିଲୋଗ୍ରାମର ଅଟେ ?

ଉତ୍ତର- ୧୩୫୦ ଗ୍ରାମ

୩. ଭାରତରେ ପ୍ରଥମ ଥର ଆଇଏଏସ ର ପରୀକ୍ଷା କେବେ ହୋଇଥିଲା ?

ଉତ୍ତର- ୧୯୫୦ ମସିହାରେ ହୋଇଥିଲା

୪. ଭାରତର ଜାତୀୟ ପତାକାର ଡିଜାଇନ କିଏ କରିଥିଲା ?

ଉତ୍ତର- ମ୍ୟାଡମ ଭୀକାଜି କାମା ଭାରତର ଜାତୀୟ ପତାକାର ଡିଜାଇନ କରିଥିଲେ ।

୫. ଏମିତି କେଉଁ ଜିନିଷ ଅଛି ଯାହାର ମୁଣ୍ଡ ନାହିଁ, ହେଲେ ତାହା ଟୋପି ପିନ୍ଧିଥାଏ ?

ଉତ୍ତର- ବୋତଲ

୬. ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ପ୍ରୋଟେକ୍ଟ କରି ରଖିପାରିବା ନାହିଁ ?

ଉତ୍ତର- ପ୍ରତିଛବିକୁ ଆମେ ପ୍ରୋଟେକ୍ଟ କରି ରଖିପାରିବା ନାହିଁ ।

୮. ଏମିତି କେଉଁ ଫଳ ଅଛି ଯାହା କଞ୍ଚାରେ ମିଠା ଓ ରୋଷେଇ କଲା ପରେ ଖଟା ବା କଡବା ଲାଗିଥାଏ ?

ଉତ୍ତର- ସପୁରୀ

୯. ଏମିତି କେଉଁ ଜିନିଷ ଅଛି ଯାହାକୁ ଆପଣ ବ୍ୟବହାର କରିଲା ପରେ ଅନ୍ୟଲୋକମାନେ ସେହି ଜିନିଷକୁ ବ୍ୟବହାର କରନ୍ତି ?

ଉତ୍ତର- ଆପଣଙ୍କ ନାମ

୧୦. ଏମିତି କେଉଁ ଜିନିଷ ଅଟେ ଯାହାକୁ ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନା ରେ ନୁହେଁ ।

ଉତ୍ତର – ଧଳା ଶାଢୀ

୧୧. ଡିଏସପିକୁ ଓଡିଆରେ କଣ କୁହାଯାଇଥାଏ ?

ଉତ୍ତର- ପୋଲିସ ଅଧ୍ୟକ୍ଷକ

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button