ମନୋରଞ୍ଜନ

ନିତା ଅମ୍ବାନୀଙ୍କ ଅଟୋମେଟିକ ବାଥରୁମ, ଜାଣନ୍ତୁ ଏହା ବିଷୟରେ କିଛି ରୋଚକ କଥା…

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ତାଙ୍କର ପରିବାରଙ୍କୁ କୌଣସି ପ୍ରକାରର ପରିଚୟର ଆବଶ୍ୟକ ଦରକାର ନାହିଁ । ସେ ଭାରତର ଗୌରବ ଅଟନ୍ତି । ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟରେ ପ୍ରଥମ ସ୍ଥାନରେ ବିରଜାମାନ ଅଛନ୍ତି । ଅମ୍ବାନୀ ଗ୍ରୁପ ତ ଧନର ଭଣ୍ଡାର ଅଟେ । ଏହା କେବଳ ଅମ୍ବାନୀଙ୍କ ପରିବାରର ପରିଶ୍ରମର ଫଳ ଅଟେ କି ସେ ଆଜି ପୁରା ବିଶ୍ଵରେ ପରିଚିତ ଅଛନ୍ତି ।

ସେ କେବଳ ଦେଶରେ ନୁହେଁ ଅଥବା ବିଦେଶରେ ବି ନିଜର ବିଜନେସ କରି ଭାରତର ମର୍ଯ୍ୟାଦାକୁ ବଢାଇଛନ୍ତି । ଏତିକି ନୁହେଁ ଆଜି ସମସ୍ତେ ତାଙ୍କ ଭଲ ଜଣେ ସଫଳ ବିଜନେସମ୍ୟାନ ହେବାକୁ ଯାଉଛନ୍ତି ।

ଯଦି ତାଙ୍କର ଲାଇଫ ଷ୍ଟାଇଲ ବିଷୟରେ କହିବା ତେବେ ସେ ଭାରତର ସବୁଠୁ ଧନୀ ବ୍ୟକ୍ତି ତଣ୍ଟି ଏମିତିରେ ତାଙ୍କର ଲାଇଫ ଷ୍ଟାଇଲ ବି କୌଣସି ରାଜା ମହାରାଜାଙ୍କ ଲାଇଫ ଷ୍ଟାଇଲ ଠାରୁ କମ ନୁହେଁ

ଏମିତିରେ ଆଜି ଆମେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନିତା ଅମ୍ବାନୀଙ୍କ ବାଥରୁମ ବିଷୟରେ କିଛି ରୋଚକ ତଥ୍ୟ ଆପଣଙ୍କୁ ଦେବୁ । ତାଙ୍କର ବାଥରୁମ ବିଷୟରେ ଜାଣିବା ପରେ ଆପଣ ସେହି ବାଥରୁମକୁ କେବଳ ନିଜ ସ୍ଵପ୍ନରେ ହିଁ କରି ପାରିବେ । କାରଣ ତାଙ୍କର ବାଥରୁମ ଯେଉଁ ସବୁ ଜିନିଷ ଅଛି ତାହା ସବୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ଅସମ୍ଭବ ଅଟେ ।

 

ନିତା ଅମ୍ବାନୀଙ୍କ ବାଥ ରୁମ ପୁରା ସ୍ଵଚାଳିତ ଅଟେ । ଏହା ଏକ କମ୍ପୁଟରାଇଜ ବାଥରୁମ ଅଟେ । ଏହି ବାଥରୁମ ପରିବେଶ ସହିତ ଖାପ ଖାଇ ନିଜେ ନିଜେ ବଦଳି ଥାଏ । ଅର୍ଥାତ ଏହି ବାଥରୁମରେ ଗାଧୋଇବା ବେଳେ ଯଦି ମନ ହୁଏ କି ଚାରିଆଡେ ଗଛ ପତ୍ର କି ଝରଣା ଥିବ ତେବେ ସଙ୍ଗେ ସଙ୍ଗେ ଏହି ବାଥରୁମ ଭିତରେ ଏହି ପରି ପରିବେଶ ସୃଷ୍ଟି ହୋଇଯିବ । ଏହି ବାଥରୁମ ଭିତରେ ଏକ ସ୍କ୍ରିନ ସେଭର ଅଛି ।

 

ଯେଉଁଥିରେ କି ଆପଣ ଏହି ବାଥରୁମ କାନ୍ଥ ଗୁଡିକର ଫୋଟକୁ ବି ବଦଳାଇ ପାରିବେ । ଏହି ବାଥରୁମ ବହୁତ ଦାମୀ ଅଟେ ଅର୍ଥାତ ଏହି ବାଥରୁମ କୋଟି କୋଟି ଟଙ୍କାରେ ତିଆରି କାଯାଇଛି । ଏହି ଭଳି ବାଥରୁମ କେବଳ ବହୁତ ଧନୀ ଲୋକ କିମ୍ବା ଅମ୍ବାନୀ ପରିବାର ଭଳି ଲୋକ ହିଁ ବ୍ୟବହାର କରି ପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button