IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନିଜ ପାର୍ଟନର ଙ୍କୁ ପ୍ରତିଦିନ ନିଶ୍ଚୟ ପଚାରନ୍ତୁ ଏହି 2 ଟି ପ୍ରଶ୍ନ, ଆପଣଙ୍କ ପ୍ରତି ପାର୍ଟନର ଙ୍କ ପ୍ରେମ 10 ଗୁଣା ବଢିଯିବ- Krishna Vani

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେତେବେଳେ ଆପଣ କାହାକୁ ପ୍ରେମ କରିଥାନ୍ତି ତ ଆପଣ ମାନେ ତାଙ୍କ ପାଇଁ ନିଜକୁ ସମର୍ପିତ କରି ଦେଇଥାନ୍ତି । ସେହି ସମସ୍ତ କାର୍ଯ୍ୟ କରିଥାନ୍ତି ଯାହା ଆପଣ ପାର୍ଟନର ଙ୍କୁ ପସନ୍ଦ ହୋଇଥାଏ । କାରଣ ଆପଣ ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହା ଚାହାନ୍ତି ଯେ ଆପଣଙ୍କ ମଧ୍ୟରେ ଭଲ ପାଇବା ସଦା ସର୍ବଦା ବଜାୟ ରହୁ ଏବଂ ଆପଣ କେବେବି ନିଜ ପାର୍ଟନର ଙ୍କ ଠାରୁ ଅଲଗା ନ ହୁଅନ୍ତୁ । କିନ୍ତୁ ସର୍ବଦା ଏପରି ହୋଇନଥାଏ । ବେଳେବେଳେ ସମ୍ପର୍କ କମଜୋର ମଧ୍ୟ ହୋଇଯାଇଥାଏ ଏବଂ ପରସ୍ପର ଙ୍କୁ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ ।

ଏହା ସହିତ ଗୋଟିଏ କଥା ପାଇଁ ଯୁକ୍ତି ତର୍କ ଚାଲିଥାଏ ତାହା ହେଉଛି ‘ତୁମେ ମୋତେ ଆଉ ଭଲ ପାଉ ନାହଁ । ‘ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ପ୍ରଶ୍ନ ସମ୍ବନ୍ଧରେ କହିବୁ ଯାହା ଆପଣ ନିଜ ପାର୍ଟନର ଙ୍କୁ ପଚାରିବା ଦ୍ଵାରା ଆପଣଙ୍କ ମଧ୍ୟରେ ଭଲ ପାଇବା ଅତ୍ୟନ୍ତ ଗଭୀର ହୋଇଯିବ ଏବଂ ପୂର୍ବ ଅପେକ୍ଷା ପ୍ରେମ ସମ୍ପର୍କ ରେ ମଧୁରତା ସୃଷ୍ଟି ହେବ ।

ଆପଣଙ୍କ ପାର୍ଟନର ମଧ୍ୟ ଆପଣଙ୍କୁ ବହୁତ ଭଲ ପାଇବେ । ନିଜ ସମ୍ପର୍କରେ ଭଲ ପାଇବା ବଢ଼ାଇବା ନିମନ୍ତେ ଏହି ଦୁଇଟି ପ୍ରଶ୍ନ ନିଜ ପାର୍ଟନର ଙ୍କୁ ସବୁବେଳେ ପଚାରନ୍ତୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ ଆପଣ ସବୁବେଳେ ନିଜ ପାର୍ଟନର ଙ୍କୁ ସବୁବେଳେ ପଚାରନ୍ତୁ ଯେ, ତୁମେ ମୋତେ ଅଧିକ ଭଲ ପାଉଛ ଅଥବା ମୁଁ ତୁମକୁ? ଆପଣଙ୍କ ପାର୍ଟନର ନିଜ ଉତ୍ତର ରେ ଆପଣଙ୍କ ପକ୍ଷ ରେ କହିବେ ଯେ ‘ତୁମେ ମୋତେ ଅଧିକ ଭଲ ପାଉଛ’ । କିନ୍ତୁ ଆପଣ ତାଙ୍କୁ କହିବେ ଯେ, ‘ମୋ ପ୍ରତି ତୁମ ଭଲ ପାଇବା ଅଧିକ ରହିଛି ଏହା ମୁଁ ଭଲ ଭାବରେ ଜାଣିଛି । ‘

ଏହା ଶୁଣିବା ପରେ ଆପଣଙ୍କ ପାର୍ଟନର ଙ୍କୁ ବହୁତ ଖୁସି ମିଳିବ ଏବଂ ସେ ଆପଣଙ୍କୁ ଆହୁରି ଅଧିକ ଭଲ ପାଇବାକୁ ଲାଗିବେ । ଏହାଦ୍ବାରା ଆପଣଙ୍କ ସମ୍ପର୍କରେ କେବଳ ଭଲ ପାଇବା ହିଁ ନୁହେଁ ବରଂ ବିଶ୍ୱାସ ମଧ୍ୟ ଉତ୍ପନ୍ନ ହେବ । ଏହା ଆପଣଙ୍କ ସମ୍ପର୍କ କୁ ଅଧିକ ଗଭୀର କରାଇବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଆପଣ ନିଜ ପାର୍ଟନର ଙ୍କ ସହିତ ଯେବେବି କଥା ହେବେ ତାଙ୍କୁ ଏହି ପ୍ରଶ୍ନ ନିହାତି ଭାବରେ ପଚାରିବେ । ଆପଣ ନିଜ ପାର୍ଟନର ଙ୍କୁ ଏହା ପ୍ରଶ୍ନ କରିବେ ଯେ, ‘ଯଦି ମୋତେ କିଛି ହୋଇଯିବ ତେବେ ତୁମେ କଣ କରିବ’? ତେବେ ଏହା ଶୁଣି ଆପଣଙ୍କ ପାର୍ଟନର ବହୁତ ଇମୋସନାଲ ହୋଇଯିବେ । ନିଜର ମନ ଦୁଃଖ କରିବେ ।

ହୁଏତ ସେ ଆପଣଙ୍କ ଉପରେ ରାଗି ମଧ୍ୟ ଯାଇ ପାରନ୍ତି । ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ସତ ରେ ଭଲ ପାଉଥିବେ ତେବେ, ସେ ଆପଣଙ୍କୁ ଆହୁରି ଅଧିକ ଭଲ ପାଇବେ ଏବଂ ଆପଣଙ୍କର ଅଧିକ ଯତ୍ନ ନେବାକୁ ଲାଗିବେ ଏବଂ ଆପଣଙ୍କୁ କହିବେ ଯେ, ତୁମକୁ କିଛି ହେବ ନାହିଁ ଓ ସେ ଆପଣଙ୍କୁ କିଛିବି ହେବାକୁ ଦେବେ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button