IBN ଓଡିିଶା (ବ୍ୟୁରୋ) କଟକ: କୋର୍ଟ ବନ୍ଦ। ଫଳରେ ରୋଜଗାର ମଧ୍ୟ ହେଉନାହିଁ। ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା କାଠିକର ପାଠ। କରୋନା ଲକ୍ଡାଉନ୍ ସେମାନଙ୍କ ରୋଜଗାର ଛଡ଼ାଇ ନେଇଛି।…