ଦେଓମାଳୀ, ଓଡିଶାର ସର୍ବୋଚ୍ଚ ପର୍ବତଶୃଙ୍ଗ; ଦେଓମାଳୀର ଉଚ୍ଚତା ୧୭୬୨ ମିଟର | ଏହା ପୁର୍ବଘାଟ ପର୍ବତମାଳାର କ୍ରୋଡରେ ଅବସ୍ଥିତ | ପାହାଡ ଚଢାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଠ…