-
ଅପରାଧ
ଥାନାଦାର ପିତାଙ୍କୁ କରିଥିଲା ଟର୍ଚର, ଝିଅଟି IAS ବନିଲା ପରେ କଲା କିଛି ଏମିତି କି ଆପଣ ବି କହିବେ ସାବାସ
ଆମେ ଆଜି ଆପଣଙ୍କୁ ଏକ IAS ଅଫିସରଙ୍କ କଥା ଜଣାଇବାକୁ ଯାଉଛୁ ଯାହାକୁ ଜାଣିଲା ପରେ ଏହି ଲକଡାଉନରେ ଆପଣଙ୍କ ଜୀବନ ମଧ୍ୟ ବଦଳି ଯିବ ।…
Read More » -
ମନୋରଞ୍ଜନ
ସ୍ୱପ୍ନର ଦୁନିଆ ମଧ୍ୟ ଖୁବ୍ ଅଦ୍ଭୁତ ଅଟେ । ଏଠାରୁ ଆମକୁ ଅଲଗା ଅଲଗା ବିଷୟ ଓ ଅଲଗା ସଙ୍କେତ ଗୁଡ଼ିକର ନିର୍ଦ୍ଦେଶ ମିଳିଥାଏ । ଅନେକ ସମୟରେ ଆମ ଜୀବନରେ କଣ ହାନି ବା କଣ ଲାଭ ହେବାକୁ ଯାଉଛି ସେହି ସମସ୍ତ ବିଷୟ ସ୍ବପ୍ନ ଦ୍ଵାରା ହିଁ ଆମକୁ ଜଣାଇ ଦିଆ ଯାଇଥାଏ । କିନ୍ତୁ ଏହି ବିଷୟରେ ଜ୍ଞାନର ଅଭାବ ଯୋଗୁଁ ତାହା ଆମେ ଜାଣି ପାରି ନ ଥାଉ । ଆମେ ସ୍ୱପ୍ନରେ ଦେଖୁଥିବା ବିଷୟ ଗୁଡ଼ିକ ଆମ ଜୀବନ ସହ କେତେ ଯୋଡ଼ି ହୋଇଥାଏ ଆଜି ଆମେ ସେହି ବିଷୟରେ ଜାଣିବା । ଯଦି ଆପଣଙ୍କ ସ୍ୱପ୍ନରେ ଭଗବାନ୍ ସ୍ପଷ୍ଟ ରୂପରେ ଦେଖା ଦିଅନ୍ତି ଅବା ନିଜକୁ ମନ୍ଦିର ଯାଉଥିବାର କିମ୍ବା ସ୍ୱପ୍ନରେ ମନ୍ଦିର ଦର୍ଶନ କରୁଥିବାର ଦେଖୁଛନ୍ତି ତେବେ ଏହା ଆମର ଜ୍ୟୋତିଷ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ଶୁଭ ଅଟେ । ଏହା ଆପଣଙ୍କ ଜୀବନରୁ ଦୁଃଖ ସମସ୍ୟା ଦୂର ହେବାର ସଙ୍କେତ ଅଟେ । ଏହିପରି ସ୍ବପ୍ନ ଦେଖି ସକାଳୁ ଉଠିଲେ ଆପଣଙ୍କୁ ନିଶ୍ଚୟ ମନ୍ଦିର ଯିବା ଉଚିତ୍ ଓ ଭଗବାନ୍ ଙ୍କ ନିକଟରେ ନିଜ ସମସ୍ତ ମନୋସ୍କାମନା ଜଣାଇବା ଉଚିତ୍ । କାରଣ ଏହା ଭଗବାନ୍ ଙ୍କ ଆପଣଙ୍କୁ ତାଙ୍କ ପାଖକୁ ଡାକିବାର ସଙ୍କେତ ଅଟେ । ଭଗବାନଙ୍କର ଶରଣାଗତ ହୋଇ ନିଜ ମନକୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ନିକଟରେ ସମର୍ପଣ କରନ୍ତୁ । ମନ୍ଦିରରେ ସ୍ପଷ୍ଟ ରୂପରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥାଏ ଓ ତାଙ୍କ ଆଭା ମଧ୍ୟ ମନ୍ଦିର କ୍ଷେତ୍ରରେ ଚାରିଆଡ଼େ ଆବୋରି ହୋଇ ରହିଥାଏ । ସେଥିପାଇଁ ସେହି ଉର୍ଜା ପ୍ରାପ୍ତ ହେବା ମାତ୍ରେ ଆମର ସମସ୍ତ କାମ ସହଜ ଓ ଶୀଘ୍ର ହୋଇଥାଏ । ଆପଣଙ୍କୁ ସ୍ୱପ୍ନରେ ଭଗବାନଙ୍କ ସ୍ପଷ୍ଟ ଦର୍ଶନ ମିଳିଲେ ସେହିଦିନ ଆପଣଙ୍କୁ ଭଗବାନଙ୍କ ଦର୍ଶନ କରିବା ନିହାତି ଆବଶ୍ୟକ ଅଟେ । ମନ୍ଦିର ଯାଇ ଭଗବାନଙ୍କ ସମ୍ମୁଖରେ ବସି ତାଙ୍କ ସମ୍ବନ୍ଧିତ ମନ୍ତ୍ର ବା ଜପ ଉଚ୍ଚାରଣ କରନ୍ତୁ । ଭକ୍ତିର ସହକାରେ ତାଙ୍କୁ ଧ୍ୟାନ କରନ୍ତୁ ଓ ତାଙ୍କର ପୂଜାର୍ଚ୍ଚନା କରନ୍ତୁ । ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଧ୍ୟାନ ଲଗାଇ ବସି ତାଙ୍କର ଦର୍ଶନ ମଧ୍ୟ କରି ଚାଲନ୍ତୁ । ସବୁବେଳେ ମନ୍ଦିର ଯାଆନ୍ତୁ ଓ ଯେତେ କରି ପାରିବେ ସେତେ ଅଧିକ ଭଗବାନଙ୍କ ଭକ୍ତି କରନ୍ତୁ । ଆପଣଙ୍କ ସମସ୍ତ ଦୁଃଖ, ମନର ବ୍ୟଥା ଓ ସମସ୍ୟା ଭଗବାନଙ୍କୁ ଜଣାନ୍ତୁ । ତଦ୍ୱାରା ସେ ତାହା ଶୀଘ୍ର ଦୂର କରିବେ ଓ ଆପଣଙ୍କ ଜୀବନ କେବଳ ସୁଖ ଶାନ୍ତିରେ ପୂର୍ଣ୍ଣ ହୋଇ ଯିବ । କାରଣ ଏହି ସ୍ୱପ୍ନରେ ଭଗବାନ ମଧ୍ୟ ଏହା ଚାହାନ୍ତି କି ଆପଣ ତାଙ୍କ ସହ ଯୋଡ଼ି ହୋଇ ରୁହନ୍ତୁ ବୋଲି । ଯାହାଦ୍ଵାରା ଆପଣଙ୍କ ସମସ୍ତ ଦୁଃଖ ବ୍ୟଥା ସେ ଶୀଘ୍ର ଦୂର କରିବାକୁ ପାରିବେ ଓ କେବେ ମଧ୍ୟ ଆପଣଙ୍କ ନିକଟରେ ସେହି ଦୁଃଖ ସମସ୍ୟା ଗୁଡ଼ିକୁ ଆସିବାକୁ ମଧ୍ୟ ଦେବେ ନାହିଁ ।
ଯେଉଁ ପ୍ରକାରରେ ଏହି ଦୁନିଆରେ ପ୍ରତେକ ବ୍ୟକ୍ତିଙ୍କ ଗୁଣ ଏବଂ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ ସେହି ପ୍ରକାରରେ ପ୍ରତୀକ ବ୍ୟକ୍ତିଙ୍କ ପସନ୍ଦ ମଧ୍ୟ ଅଲଗା…
Read More » -
IBN ଓଡ଼ିଶା ବ୍ୟୁରୋ
ଯଦି ସ୍ୱପ୍ନରେ ମନ୍ଦିର ଦେଖନ୍ତି ତ ଦେଇଥାଏ ଏହି 5 ବଡ ସଂକେତ
ସ୍ୱପ୍ନର ଦୁନିଆ ମଧ୍ୟ ଖୁବ୍ ଅଦ୍ଭୁତ ଅଟେ । ଏଠାରୁ ଆମକୁ ଅଲଗା ଅଲଗା ବିଷୟ ଓ ଅଲଗା ସଙ୍କେତ ଗୁଡ଼ିକର ନିର୍ଦ୍ଦେଶ ମିଳିଥାଏ । ଅନେକ…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଯଦି ଆପଣଙ୍କ ଘରେ ଫ୍ରିଜ ଅଛି ତ ନିଶ୍ଚୟ ଜାଣି ନିଅନ୍ତୁ, 99% ଲୋକଙ୍କୁ ଜଣା ନଥିବ
ଫ୍ରିଜ ରେ ସାଧାରଣତଃ ବଳିଯାଉଥିବା ଖାଦ୍ୟ ରଖାଯାଇଥାଏ । ଏହାକୁ ରଖିକି ଖାଇବା କେତେ ବିପଦ ହୁଏତ ଆପଣ ମାନେ ଜାଣିନଥିବେ । ଏହା ଆପଣଙ୍କ ଶରୀରକୁ…
Read More » -
ଦେଶ
ପାକିସ୍ତାନର କ୍ରିକେଟ ଅଧିନାୟକ ବାବର ଅଜାମଙ୍କ ଉପରେ ଲାଗିଲା ରେପକେସ, ମିଳିପାରେ ଏମିତି ଦଣ୍ଡ
ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜାମ ଏକ ବିରାଟ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ସେ ଏତେ ପରିମାଣରେ ପହଞ୍ଚିଛନ୍ତି ଯେ ତାଙ୍କୁ ମଧ୍ୟ ନପୁଂସ-କ କରାଯାଇପାରିବ!…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ତାହା କଣ ଝିଅମାନେ ପ୍ରଥମ ଥର କଲେ କଷ୍ଟ ହୁଏ ତାପରେ ଭଲ ଲାଗେ ! ଏମିତି 12 GK ପ୍ରଶ୍ନ ଓ ଉତ୍ତର
ନମସ୍କାର ବନ୍ଧୁଗଣ, IAS ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି…
Read More » -
IBN ଓଡ଼ିଶା ବ୍ୟୁରୋ
ଅଳତାର ଏପରି ବ୍ୟବହାର କରିବା ଦ୍ଵାରା ଗ୍ରହ ଦୋଷ, ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଓ ଗୃହକୁ ଆସିଥାଏ ଖୁସି, ହୋଇଥାଏ ଧନର ବର୍ଷା
ଅଳତା ମହିଳା ମାନଙ୍କର ଏକ ସର୍ବୋଚ୍ଚ ସିଙ୍ଗାର ଅଟେ । ଏହା ମହିଳାଙ୍କର ପାଦ କୁ ସୁନ୍ଦର ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ରକ୍ଷା…
Read More » -
ଦେଶ
ତାହା କେଉଁ ଜିନିଷ ଯାହା ଆପଣଙ୍କୁ ଜୀବନରେ ଦୁଇଥର Free ରେ ମିଳେ, କିନ୍ତୁ ତୃତୀୟ ଥର ଟଙ୍କା ଦେଲେ ମଧ୍ୟ ମିଳେ ନାହିଁ !
ନମସ୍କାର ବନ୍ଧୁଗଣ, IAS ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଆମର ପରିବେଶ ଯାହାକି ଭଗବାନଙ୍କ ଦ୍ଵାରା ସୃଷ୍ଟି ହୋଇଛି । ସେଥିରେ ବଣ, ପାହାଡ଼,ଗଛ,ଲତା, ପଶୁ ଓ ପକ୍ଷୀ ଇତ୍ୟାଡ଼ି ରହିଅଛି । ତାହା ମଧରୁ ପଶୁ ଓ ପକ୍ଷୀମନେ ଆମ ଜୀବନର ଭିନ୍ନ ଅଙ୍ଗ ଅଟେ । ଋଷି କିମ୍ବା ତାନ୍ତ୍ରିକମାନେ ମନୁଷ୍ୟର ଭାଗ୍ୟକୁ ପଶୁ ଓ ପକ୍ଷୀମାନଙ୍କ ସହ ଯୋଡିଛନ୍ତି । ପାରା- ସକାଳୁ ଉଠିବା ପରେ ଯଦି ପାରାର ଗୁଟୁରୁ ଗୁଂ ଶବ୍ଦ ଶୁଣୁଛନ୍ତି ତେବେ ପ୍ରେମ ସମ୍ପର୍କ ଭଲ ହୋଇଥାଏ ବୋଲି କହିଛନ୍ତି । ଯଦି ସନ୍ଧ୍ୟା ସମୟରେ ଗୁଟୁରୁ ଗୁଂ ଶୁଣୁଛନ୍ତି ତେବେ ଘରେ ଚୋରି ଓ ଝଗଡା ମଧ୍ୟ ହୋଇପାରେ । କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ପାର ଘରକୁ ଆସିଲେ ଅଶୁଭ ହୋଇଥାଏ ଏଥି ପାଇଁ ଘରେ ପାରର ବସା ରଖିବା ଅପେକ୍ଷା ତାକୁ ବାହାର କରିଦିଅନ୍ତି ।କାହିଁକି ନା ପାରା ର ସମ୍ବନ୍ଧ ରାହୁ ସହ ଥାଏ । ଏହି କାରଣ ପାଇଁ ପାରର ବସା ଘର ରହିବା ଦ୍ୱାରା ନକରାତ୍ମକ ପ୍ରଭାବ ବଢିଥାଏ ଓ ଘର ଲୋକମାନଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ । ପେଚା ପେଚା ଲକ୍ଷ୍ମୀଙ୍କ ବାହାନ ହୋଇଥାଏ କିନ୍ତୁ ଏହା ଘରକୁ ଆସିଲେ ଅଶୁଭ ହୋଇଥାଏ କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ପେଚା ଦିବାଲି ଦିନ ଘରକୁ ଆସିଲେ ଶୁଭ ହୋଇଥାଏ । ଅନ୍ୟ ଦିନରେ ପେଚା ଘରକୁ ଅଯ଼ିଲେ ଅଶୁଭ ହୋଇଥାଏ । ଘରର ଉନ୍ନତିରେ ପ୍ରଭାବ ପଡ଼ିଥାଏ । ଯଦି ସନ୍ଧ୍ୟା ସମୟରେ ପେଚା ଘର ପାଖରେ ଚୋବାଇ ତେବେ ଏହା ମୃତ୍ୟୁ ର ସୂଚନା ଦେଇଥାଏ । ଶାଗୁଣା ଶାଗୁଣା ମର ଶରୀର କୁ ଖାଇ ଥାଏ ଏଥି ପାଇଁ ତାକୁ ଅଶୁଭ ମାନନ୍ତି । ଯେଉଁ ଘରକୁ ଏମାନେ ଆସନ୍ତି ସେଠାରେ ବିକାଶ ହୋଇନଥାଏ ଓ ଘର ପରିବାରରେ ଝଗଡା ହୋଇଥାଏ । ଏଥିପାଇଁ ଯଦି ଶାଗୁଣା ଘରକୁ ଆସେ ତେବେ ତାକୁ ଘଉଡ଼ାଇ ଦେଇ ଘରେ ଶାନ୍ତି ପୂଜା କରିବା ଉଚିତ । କାଉ କାଉ ଏମିତି ଏକ ପକ୍ଷୀ ଯାହା କୁ କି ଆଗକୁ ଆସୁଥିବା କୌଣସି ବିପଦର ସୂଚନା ଆଗୁଆ ମିଳିଥାଏ । କାଉ ଯଦି କୋଉ ଆସି ବ୍ୟକ୍ତିର ମୁଣ୍ଡ ଉପରେ ବସିପଡ଼େ ତେବେ ସେହି ବ୍ୟକ୍ତିର ମାଁ ସମ୍ମାନ ହାନି ଓ ଧନ ର ଅଭାବ ହୋଇଥାଏ । ଯଦି କିଛି କାଉ ଘର ପାଖରେ ଆସି ରାବନ୍ତି ତେବେ ସେହି ଘରର ମାଲିକଙ୍କର କୌଣସି ବଡ ବିପଦ ଆସିପାରେ । ବାଦୁଡି ବାଦୁଡି ରାତିରେ ଦେଖିପାରେ ନାହିଁ ସେ ବହୁତ ପ୍ରେତ ଭଳି ଓଲଟା ଓହୁଲୁଥାଏ ଏଥିପାଇଁ ଶାସ୍ତ୍ର ଅନୁସାରେ ଘରକୁ ବାଦୁଡି ଆସିବା ଅଶୁଭ ହୋଇଥାଏ ଅର୍ଥାତ ମୃତ୍ୟୁ କଷ୍ଟ ଦେଇଥାଏ । କିନ୍ତୁ ଚୀନ ରେ ଏହାକୁ ଶୁଭ ଓ ଧନ ଦାୟକ ମାନନ୍ତି । ବୁଲବୁଲ ବୁଲବୁଲ ପକ୍ଷୀ ଘର ପାଖରେ ବସା କଲେ ଶୁଭ ହୋଇଥାଏ କିନ୍ତୁ ଘର ଭିତରେ କିମ୍ବା କୌଣସି ରୋଗୀ ଖଟ ପାଖରେ ବୁଲିବା ଅଶୁଭ ହୋଇଥାଏ ।
ପ୍ରକୃତି ପ୍ରେମରେ ପଡ଼ି ଘର ଛାଡିଛନ୍ତି ଏବଂ ପାହାଡ଼ ଭିତରେ ଥିବା ଗୁମ୍ଫାରେ ୧୮ ବର୍ଷ ଧରି ଜୀବନ ବିତାଉଛନ୍ତି କୈଳାସ ଯୋଗୀ । ଭିକ୍ଷାବୃତି କରି…
Read More » -
IBN ଓଡ଼ିଶା ବ୍ୟୁରୋ
Vastu Tips- ଯଦି ଘରକୁ ଆସେ ଏହି 1 ପକ୍ଷୀ ତ ହେଇଥାଏ ଆଶୁଭ, ତୁରନ୍ତ ଉଡେଇ ଦିଅନ୍ତୁ, ଏହି ପକ୍ଷୀ ଆସିବା ହେଇଥାଏ ଶୁଭ
ଆମର ପରିବେଶ ଯାହାକି ଭଗବାନଙ୍କ ଦ୍ଵାରା ସୃଷ୍ଟି ହୋଇଛି । ସେଥିରେ ବଣ, ପାହାଡ଼,ଗଛ,ଲତା, ପଶୁ ଓ ପକ୍ଷୀ ଇତ୍ୟାଡ଼ି ରହିଅଛି । ତାହା ମଧରୁ ପଶୁ…
Read More »