ଦେଶ
-
ଏସିଡିଟି ହେବାର ୫ ଟି ସାଧାରଣ କାରଣ, ଜାଣନ୍ତୁ ଏଥିରୁ ମୁକୁଳିବାର କେତୋଟି ଟିପ୍ସ
ବିଭିନ୍ନ ରୋଗର ମୂଳ କାରଣ ଏସିଡିଟି । ଶରୀରରେ ବିଭିନ୍ନ କାରଣରୁ ଏସିଡିଟି ହୋଇଥାଏ । ଅଧିକାଂଶ ଲୋକ ଖାଦ୍ୟକୁ ଏସିଡିଟିର କାରଣ କହିଥାନ୍ତି । ହେଲେ…
Read More » -
ଅସଲି ଭାବି ନକଲି ଦେଶୀ ଘିଅ କିଣୁନାହାନ୍ତି ତ ଆପଣ, ଏହି ଉପାୟରେ କରନ୍ତୁ ଯାଞ୍ଚ
15ବର୍ତ୍ତମାନ ସମୟରେ ବଜାରରେ କୌଣସି ବି ଜିନିଷ ଅସଲି ମିଳୁନାହିଁ। ଲୋକମାନେ ଟଙ୍କା ରୋଜଗାର କରିବା ଆଳରେ ଜିନିଷକୁ ଭେଜାଲ କରିଦେଉଛନ୍ତି। ତେବେ ଖାଦ୍ୟ ଜିନିଷରେ ଭେଜାଲ…
Read More » -
ଆ ପୋଷାକ ପିନ୍ଧିବା ସମସ୍ତିଙ୍କର ସୌକ୍। ଏନେଇ ଅଧିକାଂଶ ଲୋକମାନେ ନୂଆ ପୋଷାକ କିଣିବା ପରେ ତାକୁ ନଧୋଇ ପିନ୍ଧିଥାନ୍ତି। କ’ଣ ଆପଣ ବି ସେମିତି କରୁଛନ୍ତି କି? ତେବେ ଏହି ସୂଚନା ଆପଣମାନଙ୍କ ପାଇଁ, ଯାହାର ପ୍ରଭାବ ଆପଣମାନଙ୍କ ଉପରେ ଭାରି ପଡିପାରେ। ବାସ୍ତବରେ ଷ୍ଟୋରରୁ କପଡା ଆଣି ପିନ୍ଧିବା ଦ୍ୱାରା ଆପଣ ନୂଆ କପଡାରେ ଥିବା କିଛି କିଟାଣୁ ଏବଂ ଜୀବାଣୁଙ୍କ ସମ୍ପର୍କରେ ଆସିଥାନ୍ତି, ଯାହାଦ୍ୱାରା ସ୍କିନ୍ ଇନଫେକ୍ସନର ଆଶଙ୍କା ବଢିଥାଏ। କେବଳ ଏତିକି ନୁହେଁ ଏହାଦ୍ୱାରା ଅନେକ ସମସ୍ୟା ମଧ୍ୟ ଦେଖାଦେଇପାରେ। ତେବେ ଆସନ୍ତୁ ଜାଣିବା ନୂଆ କପଡା ନଧୋଇ ପିନ୍ଧିବା ଉଚିତ ନୁହେଁ କାହିଁକି। stockଫ୍ୟାକ୍ଟ୍ରିରେ କପଡା ତିଆରି ହେବା ପରେ ଷ୍ଟୋରରେ ପହଞ୍ଚିବା ପୂର୍ବରୁ ତାକୁ ପରିବହନର ବିଭିନ୍ନ ଉପାୟ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ୟାକ୍ କରି ପଠାଯାଇଥାଏ। ଏହାଦ୍ୱାରା ନୂଆ କପଡା ଅନେକ ରୋଗଜନକ ଏବଂ କୀଟାଣୁ ସମ୍ପର୍କରେ ଆସିପାରେ। ଆପଣ ମଧ୍ୟ ଏହି ସୂକ୍ଷ୍ମ ଜୀବକୁ ଦେଖି ପାରନ୍ତି ନାହିଁ। ଏହିକାରଣରୁ ଆପଣ ନିଜ ସୁରକ୍ଷା ପାଇଁ ନୂଆ କପଡା ଧୋଇ କରି ପିନ୍ଧନ୍ତୁ। ସେହିଭଳି ବଡ ବଡ ଫ୍ୟାସନ ଷ୍ଟୋରରେ ଲୋକମାନେ ପ୍ରଥମେ ଡ୍ରେସ୍ ଟ୍ରାଏଲ୍ କରି କିଣିଥାନ୍ତି। ଏହିକାରଣରୁ ଯେତେବେଳେ ଆମେମାନେ ସେହି ସବୁ ଷ୍ଟୋରରୁ କପଡା କିଣିଥାଉ ତାହା ଆମେ ସୁନିଶ୍ଚିତ କରିପାରିବା ନାହିଁ କି ଏହି ପୋଷାକ ପୂର୍ବରୁ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛି। ଆଉ ଆମେ ଯେତେବେଳେ ଏହି ପୋଷାକ ପିନ୍ଧିିଥାଉ ସେତେବେଳେ ଆମ ତ୍ୱଚାରେ ର୍ୟାସେସ୍, କୁଣ୍ଡେଇ ହେବା ଏବଂ ଏଲର୍ଜି ହେବାର ସସମ୍ୟା ଦେଖାଯାଇଥାଏ। dress newଏସବୁ ବ୍ୟତୀତ କପଡାକୁ ପ୍ରଥମେ ତିଆରି କରିବା ପାଇଁ ଏବଂ ସେଥିରେ ଏକ ବିଶିଷ୍ଟ ରଙ୍ଗ ଦେବା ପାଇଁ ବିଭିନ୍ନ ପ୍ରକାର ରସାୟନର ଉପଯୋଗ କରାଯାଇଥାଏ। ଯାହା ତ୍ୱଚାର ସଂସ୍ପର୍ଶରେ ଆସିବା ଦ୍ୱାରା କୁଣ୍ଡେଇ ହେବା ଏବଂ ରାସେଜ୍ ହେବାର ଆଶଙ୍କା ରହିଥାଏ।
ନୂଆ ପୋଷାକ ପିନ୍ଧିବା ସମସ୍ତିଙ୍କର ସୌକ୍। ଏନେଇ ଅଧିକାଂଶ ଲୋକମାନେ ନୂଆ ପୋଷାକ କିଣିବା ପରେ ତାକୁ ନଧୋଇ ପିନ୍ଧିଥାନ୍ତି। କ’ଣ ଆପଣ ବି ସେମିତି କରୁଛନ୍ତି…
Read More » -
ଫିଟ ରହିବା ପାଇଁ ଗ୍ରୀନ-ଟି ପିଉଛନ୍ତିକି, ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ ଟିପ୍ସ
ଆଜିର ଆଧୁନିକ ସମୟରେ ଅଧିକାଂଶ ଲୋକ ନିଜକୁ ଫିଟ ରଖିବା ପାଇଁ ନିୟମିତ ଗ୍ରୀନ ଟି ପିଉଛନ୍ତି । ଶରୀର ପାଇଁ ଏହା ଶତପ୍ରତିଶତ ଲାଭଦାୟୀ ବୋଲି…
Read More » -
ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତାହେଲେ ଘରେ ଲଗାନ୍ତୁ ଏହି ଗଛ, ଅଗଣାରେ ଶୁଭିବ କୁଆଁ କୁଆଁ ଶବ୍ଦ
ଗଛ ଲତା ମାନବ ଜୀବନ ଏବଂ ସମସ୍ତ ଜୀବ ଜନ୍ତୁଙ୍କ ପାଇଁ ବହୁତ ଅଧିକ ମହତ୍ତ୍ୱ ରଖିଥାଏ। ଏହାଦ୍ୱାରା ନାକେବଳ ଆମକୁ ଶୁଦ୍ଧ ବାୟୁ ମିଳିଥାଏ ବରଂ…
Read More » -
ସାଧାରଣ ରକ୍ତ ପରୀକ୍ଷାରୁ ଜାଣିହେବ ଭବିଷ୍ୟତରେ ମନୋବିକୃତି ହେବ କି ନାହିଁ, ରିସର୍ଚ୍ଚରେ ହେଲା ଖୁଲାସା
ମନୋବିଜ୍ଞାନୀ ରୋଗ ବିଷୟରେ ଏବେ ସାଧାରଣ ବ୍ଲଡ ଟେଷ୍ଟରୁ ବି ଜଣାପଡ଼ିପାରିବ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ରକ୍ତ ନମୁନାରୁ ଏକ ସ୍ୱତନ୍ତ୍ର ଧରଣର ପ୍ରୋଟିନ୍ ସ୍ତରର…
Read More » -
କିପରି ରଖିବେ ନିଜ ଫୁସଫୁସକୁ ସୁସ୍ଥ, ଆପଣଙ୍କ ଘରେ ହିଁ ରହିଛି ସମସ୍ତ ଉପାୟ
ସୁସ୍ଥ ଶରୀର ଓ ଉଚିତ୍ ସ୍ୱାସ୍ଥ୍ୟ ପାଇଁ ଫୁସଫୁସର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । କରୋନା ସଂକ୍ରମଣର ଏହି ସମୟରେ ପୁସଫୁସର ଯତ୍ନ ନେବା ନିହାତି ଆବଶ୍ୟକ…
Read More » -
ଖାଦ୍ୟ ପେୟରେ ସାମିଲ କରନ୍ତୁନି ଏହି ସବୁ ଖାଦ୍ୟ, ନଚେତ ଦେଖା ଦେଇପାରେ ଗମ୍ଭୀର ପେଟ ସମସ୍ୟା
ପେଟ ସଫା ହେବା ଦ୍ୱାରା ଶରୀର ସୁସ୍ଥ ରୁହେ । ଆଉ ସକାଳ ସମୟରେ ପେଟ ସଫା ହେଲେ ଦିନ ତମାମ ବି ଏକ ପ୍ରକାର ଫୁର୍ତ୍ତି…
Read More » -
ଜଙ୍ଘ ଚର୍ବିକୁ ନେଇ ଚିନ୍ତିତ ଅଛନ୍ତି କି ? ଏହି ଯୋଗାସନ କରି ଜଙ୍ଘ ଚର୍ବି କରନ୍ତୁ ଗାଏବ
ଶରୀରରେ କୌଣସି ଅଙ୍ଗରେ ଜମା ହୋଇଥିବା ଅତିରିକ୍ତ ଚର୍ବି ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ, ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ…
Read More » -
କେଶ ପାଇଁ ଲାଭକାରୀ ମାୟୋନିଜ୍, ଜାଣନ୍ତୁ କେମିତି
କେଶକୁ ସୁନ୍ଦର ଏବଂ ମଜବୁତ କରିବା ପାଇଁ ଆମେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାଉ। ଆଉ ଏଥିପାଇଁ ଆମେ ବହୁତ ପଇସା…
Read More »