IBN ଓଡ଼ିଶା ବ୍ୟୁରୋ
-
ପାକିସ୍ତାନ ଉପରେ ଫାରୁକଙ୍କ ପ୍ରତିକ୍ରିୟା, କହିଲେ ୭୫ ବର୍ଷରେ କାଶ୍ମୀରକୁ ପାକିସ୍ତାନ….
ଗାamp;Kଗାଣ୍ଡରବାଲ ଆତଙ୍କବାଦୀ ଆକ୍ରମଣ: ଜାମ୍ମୁ କାଶ୍ମୀର ଗାଣ୍ଡରବାଲରେ ଆତଙ୍କବାଦୀଙ୍କ ଗୁଳିମାଡ଼ ଘଟଣାକୁ ନେଇ ନେସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ସେ…
Read More » -
ଷ୍ଟାଲିନଙ୍କ ଅଜବ ଆହ୍ୱାନ, କହିଲେ ନବ ଦମ୍ପତି ୧୬ଟା ଛୁଆ ଜନ୍ମ କରନ୍ତୁ
ଆନ୍ଧ୍ରପ୍ରଦେଶର ସିଏମ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ଅଧିକ ସନ୍ତାନ ପ୍ରସବ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସିଏମ୍ ଷ୍ଟାଲିନ କହିଛନ୍ତି…
Read More » -
ଆସିଲା ବାତ୍ୟା ଦାନାର ନୂଆ ଗତିପଥ; ଓଡ଼ିଶାକୁ ହିଟ୍ କରିବା ସମ୍ଭାବନା
ଆସିଲା ବାତ୍ୟାର ନୂଆ ଗତିପଥ । ତେବେ ଓଡ଼ିଶାକୁ ହିଟ୍ କରିବା ସମ୍ଭାବନା ରହିଛି । ସେପଟେ ଗୋପାଳପୁର ସମୁଦ୍ର କୂଳରେ ଏବେ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା…
Read More » -
ବାତ୍ୟାକୁ ନେଇ ଆସିଲା ବଡ ଖବର, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ। ପୁରୀରୁ ବାଲେଶ୍ୱର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ ପବନର ବେଗ…
Read More » -
୫ ଦିନରେ ୬୬୭ଟି ଅଭିଯୋଗ ପଞ୍ଜୀକୃତ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ମାତ୍ର ଆଉ ହାତ ଗଣତି ଦି ବାକି ରହିଛି । ନିର୍ବାଚନ ଲାଗି ରାଜ୍ୟରେ ରାଜନୈତିକ ମାହୋଲ ହୋଇ ଉଠିଛି ପୂରା ଉଷ୍ମ…
Read More » -
ରାସନକାର୍ଡ ହିତାଧିକାରୀଙ୍କ ପାଖରେ ରହିଲା ଆଉ ଏତିକି ଦିନ : ଇ କେୱାଇସି ଅପଡେଟ୍ ନ କଲେ ମିଳିବନି ରାସନ
ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି । ସରକାରଙ୍କ ଏହି ଯୋଜନାରେ ଦେଶର କୋଟି କୋଟି ହିତାଧିକାରୀ ଉପକୃତ ହେଉଛନ୍ତି…
Read More » -
ରାତିରେ ଅଇଁଠା ବାସନ ନ ଧୋଇଲେ ଘରେ ହେବ ବିରାଟ ଅସୁବିଧା
କିଛି ଲୋକ ଖାଇ ସାରିବା ପରେ ବାସନକୁ ପରଦିନ ପର୍ଯ୍ୟନ୍ତ ସେମିତି ଅଇଁଠା ଛାଡିଦିଅନ୍ତି। ଖାସ କରି ଶୀତଦିନେ ପାଣିଠାରୁ ଦୁରେଇ ରହିବାକୁ ଏହିପରି ଲୋକେ କରିଥାନ୍ତି।…
Read More » -
ନିୟମିତ ଯଦି ଖାଇବେ ଏହି ଖାଦ୍ୟ, ତେବେ ମୁହଁ ଶୀଘ୍ର ଗୋରା ହୋଇଯିବ?
ଲୋକମାନେ ମୁହଁର ରଙ୍ଗକୁ ନେଇ ଚିନ୍ତିତ ଥାଆନ୍ତି। ନିଜ ତ୍ଵଚାକୁ ସୁନ୍ଦର ରଖିବାପାଇଁ ସମସ୍ତେ ଚାହାଁନ୍ତି। ବଜାରରେ ମିଳୁଥିବା ବିଭିନ୍ନ ଦାମିକିଆ କ୍ରିମ ବ୍ୟବହାର କରିଥାନ୍ତି। ଏହାଦ୍ୱାରା…
Read More » -
କପାଳର ମଝିକୁ ୪୫ ସେକେଣ୍ଡ ଚିପିବା ଦ୍ୱାରା ମିଳିଥାଏ ଏହି ସବୁ ଲାଭ, ଜାଣନ୍ତୁ ଏହା ବିଷୟରେ
କାମ କରୁକରୁ ବେଳେବେଳେ ନିଜ ଶରୀର ଆଡକୁ ଧ୍ୟାନ ଦେବା କିମ୍ବା ନିଜ ସ୍ୱାସ୍ଥ୍ୟପ୍ରତି ଅବହେଳା କରିବସୁ । ନିଜ କର୍ମଭରା ଜୀବନରେ ଏହା ବି କିପରି…
Read More » -
ଶରୀରରେ ଧଳାଦାଗ ଥିଲେ କରନ୍ତୁ ଏହି ଉପାୟ, ଲିଭିଯିବ ସବୁ ଦାଗ
ଅନେକ ଲୋକଙ୍କ ମୁହଁରେ ବା ଶରୀରରେ ଧଳା ଦାଗ ଦେଖିବାକୁ ମିଳିଥାଏ। ହେଲେ ଆପଣ ଜାଣନ୍ତି କି ତ୍ୱଚାରେ ଧଳା ଦାଗ ଥିଲେ ତାହା ସମୟକ୍ରମେ ବଡ଼…
Read More »