ମନୋରଞ୍ଜନ

କୁନି ଝିଅ ଇସାରାରେ 100 ଷଣ୍ଢଙ୍କୁ ଧୂଳି ଚଟାଇଲା କୁକୁର, ଡରିଗଲେ ଷଣ୍ଢ ପଲ, ଦେଖନ୍ତୁ ଏହି ମଜାଦାର Video

ଦେଖନ୍ତୁ ଆପଣ ଜାଣି ଥିବେ କି ଆମ ସମାଜରେ ଅନେକ ପ୍ରକାର ଜୀବ ମାନେ ଅଛନ୍ତି । ଆପଣ ଏହା ମଧ୍ୟ ଜାଣି ଥିବେ କି ଆପଣ ଯେଉଁ କୁକୁର କିମ୍ବା ଆପଣ ଯେଉଁ ଭି ଗୃହପାଳିତ ପଶୁ ମାନଙ୍କୁ ରଖୁଛନ୍ତି ଏହା କଣ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବ। ଆପଣ ଏହା ମଧ୍ୟ ଜାଣି ରଖନ୍ତୁ କି ଏହା ମଧ୍ୟ ସତ୍ୟ ଅଟେ କି । କିଛି ଜଣ ବିଶ୍ବାଶ କରନ୍ତି ଭଗବାନ ଛୋଟ ପିଲାଙ୍କ ପାଇଁ ସବୁବେଳେ ଅଛନ୍ତି। ଏହା ସହ ଆପଣ ଏହା ମଧ୍ୟ ଜାଣି ନିଅନ୍ତୁ କି ଏକ ଛୋଟ ପିଲା ଭି କମ ସାହାଶୀ ନଥାଏ ।

ଜଣେ ଚାହିଁଲେ ତା ମନରୁ ସବୁ ଦୁଃଖ କଷ୍ଟ  ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ଆମେ ଏହି ଭିଡିଓ ରେ ଦେଖା ଯାଇଥିବା ଦୃଶ୍ୟ ବିଷୟରେ । ଏହି ଭିଡିଓ ରେ ଦର୍ଶା ଯାଇଛି କି କିଛି ଷଣ୍ଢ ମାନେ ଏକ କୁନି ଝିଅ କୁ ଡରାଇବା ପାଇଁ ମାଡି ଆସୁଛନ୍ତି ମାତ୍ର। କୁନି ଝିଅଟି ଖୁବ ସାହାଶ ର ସହ ସେହି ଜାଗାରେ ଠିଆ ହୋଇଛି । ଏହା ସହ ସେ ସେହି ଜାଗାରୁ ହଟିବା ପାଇଁ ମଧ୍ୟ ଚାହୁଁନି ।

ବରଂ ସେ ନିଜ ପୋଷା କୁକୁର କୁ ଇସାରା ଦେଉଛି ଏମାନଙ୍କୁ ଅଟକାଇବା ପାଇଁ । ମାଲିକ ର ଇସାରା ରେ ମଧ୍ୟ କୁକୁର ମାଡି ଯାଉଛି ଷଣ୍ଢ ମାନଙ୍କ ଆଡକୁ । ଏହା ଦେଖିବା ଖୁବ ରୋଚକମୟ ଅଟେ କି ଚାରି ଆଡେ ବଡ ବଡ ଷଣ୍ଢ ମାତ୍ର ନିଜକୁ ଡରର ଉପରେ ରଖିକି କୁକୁର ନିଜ କୁ ଖାତିର ନକରି ମାଡି ଚାଲି ଗଲା । ଷଣ୍ଢ ଆଡକୁ ନିଜ ମାଳିକିଆଣୀ କୁ ବଞ୍ଚାଇବା ପାଇଁ ।

ଆର ପାଖରୁ ମଧ୍ଯ ଆଉ ଏକ ଷଣ୍ଢ ଆସୁଛି ଯିଏ ପୁଣି ଡରାଇବା ପାଇଁ ଚେଷ୍ଟା କରୁଛି ମାତ୍ର ପାରୁନି ।କୁକୁର ଯେଉଁ ଭଳି ତା ଆଡକୁ ମାଡି ଯାଉଛି ସେ ଦରିକି ପଛ ଘୁଞ୍ଚା ଦେଇ ଯାଉଛି । ଏହି ଘଟଣା ରୁ ଆମେ ଏହା ଶିଖିଲେ କି ଆମେ ନିଜ ମନରେ ଯେତେ ସାହାଶ ଆଣିକି ଭରିବା ସେତେ ସାହାଶ ଆମ ପାଖରେ ଥିବା ଜୀବ ମାନଙ୍କ ଉପରେ ମଧ୍ୟ ପଡିବ ।

ଏହା ସହ ଯେତେ ସାହାଶ ଆମେ ଆମ ଜୀବନରେ ଆପଣେଇ ନେବା ତାହା ଆମକୁ ଆଗକୁ ଯାଇକି ଭଲ ପରିଣାମ ଦେବ । ତେବେ ଆପଣ କଣ ଏହି ଭଳି ସାହାଶୀ କୁକୁର ରଖିଛନ୍ତି କି ଯଦି ହଁ ତେବେ ଆପଣ ନିଶ୍ଚିତ ସୁରକ୍ଷିତ ଥିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button