IBN ଓଡ଼ିଶା ବ୍ୟୁରୋ

ଏହି ସମୟରେ ସମ୍ବନ୍ଧ ରଖିଲେ ଶୋଇଥିବା ଭାଗ୍ୟ ବି ଉଠିଯିବ, ନଚେତ ଘୋର ଅନର୍ଥ ହୋଇଯିବ, ଜାଣନ୍ତୁ ଶାସ୍ତ୍ରାନୁଯାୟୀ ସମ୍ବନ୍ଧ ରଖିବାର ସଠିକ ସମୟ

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ସମ୍ବଧ ରଖିବାର ସଠିକ ସମୟର ଉଲେଖ କରା ଯାଇଛି । କିନ୍ତୁ ଆଜିର ସମୟରେ ପୁରୁଷ ବା ନାରୀ ମାନେ ନିଜର କାମନା ପୂରଣ କରିବା ପାଇଁ ହେଉ ବା ଟଙ୍କା କମାଇବା ପାଇଁ କୌଣସି ବି ସମସ୍ୟାରେ ସମ୍ବଧ ସ୍ଥାପନ କରୁଛନ୍ତି ଯାହାର ପରିଣାମ ବହୁତ ଖରାପ ହେଉଛି । କିନ୍ତୁ ଶାସ୍ତ୍ର ମତରେ ଏମିତି ଏକ ସଠିକ ସମୟ ରହିଛି ଯେଉଁ ସମୟରେ ସମ୍ବଧ ସ୍ଥାପନ କରିଲେ ସ୍ଵାମୀ ସ୍ତ୍ରୀଙ୍କ ପୁତ୍ର ସନ୍ତାନ ଜାତ ହେବା ସହ ସେମାନଙ୍କର କିସ୍ମତ ଖୋଲି ଯାଇଥାଏ ।

ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ କାମ ସୂତ୍ର ବିଷୟରେ ସ୍ଵାମୀ ସ୍ତ୍ରୀ ଙ୍କୁ ଉଭୟଙ୍କୁ ଜ୍ଞା ହେବା ଉଚିତ । ସ୍ତ୍ରୀ କୁ ଶଯ୍ୟାରେ ଗଣିକା ଭଳି ବ୍ୟବହାର କରିବା ଦ୍ଵାରା ଦାଂପତ୍ଯ ଜୀବନରେ ସ୍ଥିରତା ରହିଥାଏ । ଅମାବାସ୍ୟା, ପୂର୍ଣ୍ଣିମା, ଅଷ୍ଟମୀ, ଚତୁର୍ଥୀ, ନବରାତ୍ରି, ଋତୁକାଳ ସମୟରେ ସମ୍ପର୍କ ରଖିବା ଉଚିତ ନୁହେଁ । ପୁତ୍ର ଇଚ୍ଛା ରଖୁଥିବା ସ୍ତ୍ରୀ ଙ୍କୁ ସ୍ଵାମୀ ଙ୍କ ବାମ ପଟେ ଶୋଇବା ଉଚିତ ।

ଏମିତି କରିଲେ ସ୍ତ୍ରୀ ର ଇଚ୍ଛା ପୂରଣ ହୋଇଥାଏ । ସ୍ତ୍ରୀ ଯଦି ରୋଗରେ ପଡିଛି, ଘରେ ଶୋକ ଚାଲିଛି, ଇଚ୍ଛା ନ ଥିବ କି କୌଣସି ପ୍ରକାରର ପୀଡା ରହିଥିବ ତେବେ ସମ୍ପର୍କ ରଖିବା ଉଚିତ ନୁହେଁ । ଯଦି ସ୍ତ୍ରୀ ଗର୍ଭବତୀ ତେବେ ୯ ମାସ ଯାଏଁ ସମ୍ପର୍କ ରଖିବାରୁ ବଞ୍ଚିତ ହେବ ଉଚିତ । କାରଣ ଏମିତି କରିଲେ ଗର୍ଭବରେ ଥିବା ଶିଶୁ ଉପରେ ପ୍ରଭାବ ପଡିଥାଏ ।

ଶାସ୍ତ୍ର ଅନୁଯାୟୀ ସମ୍ବଧ ରଖିବାର ଆଉ କିଛି ନିୟମ ମଧ୍ୟ ରହିଛି । ଯେମିତି ସନ୍ଧ୍ୟା ୬ଟା ରୁ ରାତି ୯ଟା ମଧ୍ୟରେ ସମ୍ବଧ ରଖିବା ଉଚିତ ସ୍ଵାମୀ ସ୍ତ୍ରୀ ଙ୍କୁ । କାରଣ ଏହି ସମ ସତୋଗୁଣ ର ହୋଥାଏ । ଏହି ସମୟରେ ସମ୍ବଧ ରଖିଥିଲେ ଓ ଜାତ ହୋଇଥିବା ସନ୍ତାନ ନୀତି ନିପୁଣ, ଧର୍ମ୍ଜ୍ଞ ହୋଇଥାଏ । କାରଣ ଏହି ସମୟର ଦ୍ଵିତୀୟ ପ୍ରହର ରେ ଅସୁର ମାନେ ଭ୍ରମଣ କରିଥାନ୍ତି । ରାତିର ୧୨ଟା ରୁ ୩ଟା ଯାଏଁ ସମୟ ସମ୍ବଧ ରଖିବା ପାଇଁ ଉତ୍ତମ ଅଟେ ।

ଏହି ସମୟରେ ଜାତ ହୋଇଥିବା ସନ୍ତାନ ଗୁଣବାନ, ବଳବାନ ପୁତ୍ର ହୋଇଥାଏ । ଏହି ସମୟରେ ଜାତ ହୋଇଥିବା ପୁତ୍ରଙ୍କ ପିତା ମାତାଙ୍କ ଭାଗ୍ୟ ବି ଖୋଲିଯାଏ । ଶାସ୍ତ୍ର ଅନୁଯାୟୀ ଏହି ସମୟଟି ସମ୍ବଧ ରଖିବା ପାଇଁ ସଠିକ ଓ ଅନୁକୂଳ ସମୟ ଅଟେ । ରାତି ୩ଟା ପରେ ଦେବ ଶକ୍ତି ଜାଗୃତ ହୋଇଥାନ୍ତି । ତେଣୁ ଏହି ସମୟରେ ସମ୍ବଧ ରଖିବା ଉଚିତ ନୁହେଁ ।

ଏମିତି କରିଲେ ଦେବାଦେବୀ ଓ ରୁଷୀ ମୁନି ଅଭିଶାପ ଦେଇଥାନ୍ତି । ଏହି ସମୟରେ ଆମ ସହ ବ୍ରମ୍ହାଣ୍ଡର ସବୁ ଐଶ୍ବରୀକ ଶକ୍ତି ରହିଥାଏ । ତେଣୁ ଏହି ସମୟରେ ପୂଜା ପାଠ କରିବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button