ଅପରାଧ

ପୁତୁରାର ପନିକି ଚୋଟରେ କକା ମୃତ – Ibnodisha

[ad_1]

ସୁବର୍ଣ୍ଣପୁର: ପୁତୁରାର ପନିକି ଚୋଟରେ କକା ମୃତ । ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଳି ଗ୍ରାମରେ । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ କକା ନବୀନ ଭୋଇ ଘରେ ବସିଥିବା ବେଳେ ପୁତୁରା ଉଜ୍ଜଳ ଭୋଇ ପନିକିରେ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ କକାର ମୃତ୍ୟୁ ହୋଇଯାଇଥିଲା । ତେବେ ହତ୍ୟାକାଣ୍ଡର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଁଚି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button