ରାଜ୍ୟ

ମା ଜଗତଜନନୀଙ୍କ ଖୋଲିଲା ଦାନ ହୁଣ୍ଡି, ୭.୯୮ ଲକ୍ଷ ଟଙ୍କା ସହ ଫିଲିଫାଇନ୍ସର ନୋଟ ମିଳିଲା – Ibnodisha

[ad_1]

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର  ପ୍ରସିଦ୍ଧ ତଥା ଆରାଧ୍ୟ ଦେବୀ ମାଜଗତଜନନୀଙ୍କ ହୁଣ୍ଡି  ଖୋଲାଯାଇ ଟଙ୍କା ଗଣତି  କରାଯାଇଛି।  ମୋଟ ୭ ଲକ୍ଷ ୯୮ ହଜାର ୪ଶହ ଟଙ୍କା ଏଥିରେ ମିଳିଛି। ଏଥିରେ ଫିଲିଫାଇନ୍ସର ନୋଟ ବି ମିଳିଛି। ଏହା ସହ  ଅଧା ତୋଳା ସୁନା ଓ ୩ ତୋଳା ରୁପା ମଧ୍ୟ ମିଳିଛି। ଏଥିରେ ମନ୍ଦିର ଟ୍ରଷ୍ଟ ଓ ପରିଚାଳନା କମିଟରି ସଦସ୍ୟ  ମାନେ ଏହି ଟଙ୍କା ଗଣତି କରିଛନ୍ତି। ବଲ୍ଲଭ ନାରାୟଣ ଖାଡଙ୍ଗା, କେ ଲକ୍ଷ୍ମଣ ରାଓ, ରାମା ରାଓ, ସନ୍ତୋଷ ସାହୁ, ମାଧବ ରଥ, ଏ ରାମା ରାଓ, ସୋନୁ ଦଣ୍ଡସେନା, ଲକ୍ଷ୍ମୀ ପଟ୍ଟନାୟକ, ସୁରେଶ ପଣ୍ଡା, ରବି ଶଙ୍କର, ସୁଧାଂଶ ଦାଶ, ଲକ୍ଷଣ, ଶାସ୍ତ୍ରୀ, ପବିତ୍ର ନାୟକ, ରାଜେନ୍ଦ୍ର ମହାରାଣା, ଲୋକନାଥ ମାଝି ପ୍ରମୁଖ ଉପସ୍ଥିତି ରେ ହୁଣ୍ଡି   ଖୋଲାଯିବା ସହ ଗଣିଥିଲେ। ଗତ ଫେବ୍ରୁଆରି ୨୩ରେ ଖୋଲାଯାଇଥିଲା। ଆଜି ପୁଣି ହୁଣ୍ଡି ଖୋଲି ଟଙ୍କା ଗଣାଯାଇଥିଲା।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button