ରାଜ୍ୟ

ଭୁବନେଶ୍ଵରକୁ ମିଳିଲା ‘ବେଷ୍ଟ ସ୍ମାର୍ଟ ସିଟି’ ଆୱାର୍ଡ – Ibnodisha

[ad_1]

ଭୁବନେଶ୍ଵର: ଭୁବନେଶ୍ଵରକୁ ମିଳିଲା ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ଆୱାର୍ଡ । ଇଣ୍ଡିଆ ସ୍ମାର୍ଟ ସିଟି କନକ୍ଲେଭ-୨୦୨୩ରେ ଭୁବନେଶ୍ଵରକୁ ପୂର୍ବାଞ୍ଚଳର ବେଷ୍ଟ ସ୍ମାର୍ଟ ସିଟି ସମ୍ମାନ ଦିଆଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସହଭାଗୀ ଅନୁଷ୍ଠାନ ହନିୱେଲ ଅଟୋମେସନକୁ ମିଳିଛି ‘ପାର୍ଟନର ଏମ୍ସ୍‌ଇ ସମ୍ମାନ’ । ସ୍ମାର୍ଟ ସିଟି କାମର ଅଗ୍ରଗତି ସହ ଏହାର ନବୀକରଣ ଏବଂ ଉତ୍କର୍ଷତା, ଗୋଷ୍ଠୀ ଉପରେ ପୂର୍ଣ୍ଣ ପ୍ରଭାବ ପକାଇପାରିଛି । ଏହି ସମ୍ମାନ ଗ୍ରହଣ କରିଛନ୍ତି ମେୟର ସୁଲୋଚନା ଦାସ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button