ରାଜ୍ୟ
ନବ ହତ୍ୟା ମାମଲା ; କୋର୍ଟରେ ହଜାର ହେଲା ଗୋପାଳ – Ibnodisha

[ad_1]
ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲା | କୋର୍ଟରେ ହଜାର ହେଲେ ଗୋପାଳ | ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ହଜାର | ଦୋଷମୁକ୍ତ ପାଇଁ ଗୋପାଳର ଡ଼ିସଚାର୍ଜ ପିଟିସନ ଖାରଜ କଲା କୋର୍ଟ | ନବ ଦାସ ହତ୍ୟା ମାମଲାରେ ଚାର୍ଜ ଫ୍ରେମ କଲେ କୋର୍ଟ | ଗୋପାଳ ଦାସ ବିରୁଦ୍ଧରେ ହେଲା ଚାର୍ଜ ଫ୍ରେମ | ଅକ୍ଟୋବର ୫ ରେ ହେବେ ମାମଲାର ପରବର୍ତ୍ତୀ ଶୁଣାଣି |
ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍ ସୁପର ଲିଗ୍
[ad_2]