ରାଜ୍ୟ
ଷ୍ଟେଜ୍ରେ ରାଗିଲେ ତାରା – Ibnodisha

[ad_1]
କୋରାପୁଟ : କୋରାପୁଟରେ ଲକ୍ଷ୍ମୀ ବସ୍ ଶୁଭାରମ୍ଭ ବେଳେ ତାରାଙ୍କ ଅସନ୍ତୋଷ । ଷ୍ଟେଜ୍ରେ ଭାଷଣ ଦେବା ବେଳେ ରାଗିଲେ ତାରା ବାହିନୀପତି । ବିଜେଡି କର୍ମୀଙ୍କ ସ୍ଲୋଗନ ବେଳେ ଷ୍ଟେଜ୍ରେ ରାଗିଲେ ତାରା । ମୋତେ ରଗାଇଲେ ସବୁ କିଛି ବଦଳାଇ ଦେବି କହିଲେ ତାରା । ସମସ୍ତ କର୍ଯ୍ୟକ୍ରମ ବିଫଳ କରିଦେବି ବୋଲି ମଧ୍ୟ କହିଲେ ।
କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
[ad_2]




