ରାଜ୍ୟ

ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଏତଲା – Ibnodisha

[ad_1]

ଖଲ୍ଲିକୋଟ: ସୁନୀଲ ନାହାକ ହତ୍ୟା ଘଟଣାରେ ଥାନାରେ ଏତଲା ହୋଇଥିବା ସୂଚନା ରହିଛି । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ କୋଦଳା ଥାନାରେ ଏତଲା ହୋଇଛି । ବିଧାୟିକାଙ୍କ ସ୍ୱାମୀ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ।ନଁରେ ଏତଲା ହୋଇଛି । ଦୈତାରୀଙ୍କ ସମେତ ୪ ଜଣଙ୍କ ନାଁରେ ଥାନାରେ ଏତଲା ଦାୟର ହୋଇଥିବା ଜଣାପଡିଛି । ଙଟଣାର ପ୍ରତ୍ୟକ୍ଷଦର୍ଶୀ ଦାନପୁରର ପୂର୍ବତନ ସରପଞ୍ଚଙ୍କ ଏତଲା ହୋଇଥିବା ସୂଚନା । ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ଖବର ସାମ୍ନାକୁ ଆସିଛି । ତେବେ ଅଭିଯୋଗ ନେଇ ଦୈତାରୀ ବେହେରାଙ୍କ ପ୍ରତିକ୍ରିୟା ଏବେ ଯାଏଁ ମିଳିପାରିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button