ଅପରାଧ

ଗ୍ୟାସ୍ କଟରରେ କାଟି ଏଟିଏମରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ – Ibnodisha

[ad_1]

ବାଲେଶ୍ବର : ମାତିଲେ ଏଟିଏମ ଲୁଟେରା । ଗ୍ୟାସ୍ କଟରରେ କାଟି ଏଟିଏମରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟ ଏସ୍‌ବିଆଇ ଏଟିଏମରୁ ଲୁଟ୍ ହୋଇଛି ।

ଫାଣ୍ଡିଠାରୁ ୩୦ ମିଟର ଦୂରରେ ଥିବା ଏକ ଏଟିଏମରୁ ଗତକାଲି ରାତି ୨ଟାରୁ ୩ଟା ମଧ୍ୟରେ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ଏଟିଏମକୁ ସମ୍ପୂର୍ଣ୍ଣଭାବେ କାଟି ଦେଇଛନ୍ତି । ନିକଟରେ ଏକ ଫାଣ୍ଡି ଥିବା ସତ୍ତ୍ବେ କେହି ବି ଲୁଟ୍ ବିଷୟରେ ଜାଣି ପାରିନଲେ । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ କରୁଛି । ଗତକାଲି ଏଟିଏମରେ ୧୮ଲକ୍ଷ ୩୬ହଜାର ଟଙ୍କା ଭର୍ତ୍ତି କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button