ଦେଶ

୧୬ ଭିକାରୀଙ୍କୁ ଫ୍ଲାଇଟରୁ ଓହ୍ଲାଇଦେଲା କାଙ୍ଗାଳ ପାକିସ୍ତାନ – Ibnodisha

[ad_1]

ନୂଆଦିଲ୍ଲୀ: ତୀର୍ଥ ଯାତ୍ରୀ ବେଶରେ ସାଉଦି ଆରବ ଯାଉଥିଲେ ଭିକାରୀ । ସେମାନଙ୍କୁ ବିମାନ ବନ୍ଦରରେ ଅଟକାଇ ଓହ୍ଲାଇଦେଲା ପାକିସ୍ତାନ । ସମସ୍ତେ ଭିଗମାଗିବାକୁ ସାଉଦି ଆରବ ଯାଉଥିଲେ ।

ହେଲେ ସେହି ସମୟର ପାକିସ୍ତାନର ଯାଞ୍ଚ ଏଜେନ୍ସି ଏଫଆଇଏ ତାଙ୍କୁ ମୁଲତାନ ଏୟାରପୋର୍ଟରେ ଅଟକାଇ ତାଙ୍କୁ ବିମାନରୁ ଓହ୍ଲାଇଛି ।
ଏହି ୧୬ ଜଣ ଭିକାରୀଙ୍କ ଭିତରେ ୧୧ ଜଣ ମହିଳା, ୪ ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ଅଛନ୍ତି । ଇମିଗ୍ରେସନ୍ ପ୍ରୋସେସ୍ ସମୟରେ ଏଫଆଇଏ ଅଧିକାରୀ ତାଙ୍କ ଉପରେ ସନ୍ଦେହ କରିଥିଲେ । ତାପରେ ସେମାନେ ଏଭଳି କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି ।

ଜଣେ ଏଜେଣ୍ଟ ସାହାଯ୍ୟରେ ଭିକାରୀମାନେ ସାଉଦି ଆରବ ଯାଉଥିଲେ । ସେଠାକୁ ଯାଇ ସେମାନେ ଭିକ ମାଗି ଟଙ୍କା ରୋଜଗାର କରିଥାନ୍ତେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button