ରାଜ୍ୟ

ଡ୍ୟାମରେ ଗାଧୋଇବା ବେଳେ ବୁଡିଗଲେ ଯୁବକ – Ibnodisha

[ad_1]

କଟକ ଡମଡମଣି ଡ୍ୟାମରେ ଅଘଟଣ । ଗାଧୋଇବା ବେଳେ ବୁଡି ଯାଇ ଯୁବକ ନିଖୋଜ । ନିଖୋଜ ଯୁବକ ହେଉଛି କଟକ ବିଡାନାସୀ ଅଞ୍ଚଳର ଅଂଶୁମାନ ନାୟକ ।
କଟକ ସିଡିଏ ଅଞ୍ଚଳର ଅଂଶୁମାନଙ୍କ ସହ  ୫ ଜଣ ସାଙ୍ଗ ଡ୍ୟାମକୁ ଭୋଜି କରିବାକୁ ଆସିଥିଲେ । ଡ୍ୟାମରେ ଗାଧୋଉ ଥିବାବେଳେ ୪ଜଣ ସାଙ୍ଗ  ପାଣିରେ ବୁଡ଼ି ଯାଇଥିଲେ କ୍ଷ ୩ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ରହିଛି । ଘଟଣାସ୍ଥଳରେ ଚୌଦ୍ବାର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି  ଜାରି ରଖିଛି ।  ତେବେ     କେମିତି ଏବଂ କେଉଁ ପରିସ୍ଥିତିରେ ଘଟିଲା ଅଘଟଣ ତାହା ଅସ୍ପଷ୍ଟ ରହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button