ଖେଳ
୧୫ ଶହ ମିଟର ଦୌଡରେ ଭାରତକୁ ରୌପ୍ୟ – Ibnodisha
[ad_1]
ନୂଆଦିଲ୍ଲୀ:୧୫୦୦ ମିଟର ଦୌଡରେ ଭାରତକୁ ରୌପ୍ୟ । ମହିଳା ବିଭାଗରେ ରୌପ୍ୟ ଜିତିଲେ ହର୍ମିଲାନ୍ ବେନ୍ସ । ଏହାକୁ ମିଶାଇ ଭାରତକୁ ମୋଟ ୧୩ ସ୍ୱର୍ଣ୍ଣ, ୧୭ ରୌପ୍ୟ ଓ ୧୬ ବ୍ରୋ୍ଜ ସହ ପଦକ ସଂଖ୍ୟା ୪୬ରେ ପହଂଚିଛି ।
ସେହିପରି ମହିଳା ଟ୍ରାପ ଇଭେଣ୍ଟରେ ରୌପ୍ୟ ଜିତଛି ଭାରତ। ଏପଟେ ଗଲ୍ଫରେ ରୌପ୍ୟ ଜିତିଛି ଭାରତ । ଏସୀୟ ଖେଳ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଗଲ୍ଫର୍ ଭାରତ ପାଇଁ ପଦକ ଜିତିଛନ୍ତି। ଟିମ ଇଭେଣ୍ଟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।
[ad_2]