ଅପରାଧ
କଟକରୁ ଅପହରଣ ଜଇପୁରରୁ ଉଦ୍ଧାର – Ibnodisha

[ad_1]
ଭୁବନେଶ୍ୱର: କଟକ ଖାନନଗର ବସ୍ଷ୍ଟାଣ୍ଡରୁ ଯୁବକଙ୍କୁ ଅପହରଣ ଘଟଣା । ଜଗତସିଂହପୁର ଜଇପୁରରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲେ ପରିବାର ଲୋକେ । ଲିଫ୍ଟ ବାହାନାରେ ଯୁବକଙ୍କୁ ନିଶା ଦେଇ ମାଡମାରିବା ସହ ଟଙ୍କା ଲୁଟ୍ । ଏଟିଏମରୁ ୫ଥର ଉଠାଣରେ ପ୍ରା ଦେଢ଼ ଲକ୍ଷ ଟଙ୍କା ଓ ସୁନା ଲୁଟ୍ । ଅପହୃତ ଯୁବକ କୁଜଙ୍ଗ ବ୍ଲକ ମାଧପୁର ଗାଁର ହୋଇଥିବା ସୂଚନା । ଗତ ୨ ତାରିଖରେ ପାରାଦୀପ ଯିବାକୁ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ ଯୁବକ ।
[ad_2]