ଦେଶ

ଭାରତକୁ ସ୍ୱର୍ଣ୍ଣ ଦେଲେ ମଞ୍ଜୁ ଓ ରାମ – Ibnodisha

[ad_1]

ନୂଆଦିଲ୍ଲୀ:ଦୌଡ଼କୁଦରୁ ଭାରତକୁ ପୁଣି ଗୋଟିଏ ପଦକ ମିଳିଛି। ଭାରତ ପାଇଁ ମିକ୍ସଡ ୩୫ କିମି ଚାଲିବା ରେସ୍‌ରେ ମଞ୍ଜୁ ରାଣୀ ଓ ରାମ ବାବୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଭାରତୀୟ ଯୋଡ଼ି ୫ ଘଣ୍ଟା ୫୧ ମିନିଟ ୧୪ ସେକେଣ୍ଡରେ ଧାର‌୍ୟ୍ୟ ଟାର୍ଗେଟକୁ ହାସଲ କରି ଏପରି ସଫଳତା ପାଇଛନ୍ତି।
ଏହି ପ୍ରତିଯୋଗିତାରେ ଚାଇନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚାଇନିଜ ଖେଳାଳି ୫.୧୬.୪୧ ଘଣ୍ଟାରେ ଧାର‌୍ୟ୍ୟ ଟାର୍ଗେଟକୁ ହାସଲ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button