ରାଜ୍ୟ
ଟାଙ୍କିକୁ ଚଢ଼ିଗଲେ ୨ ଜିଲ୍ଲା ପରିଷଦ ସଭ୍ୟା – Ibnodisha

[ad_1]
ଭୁୁବନେଶ୍ୱର: ପାଣିଟାଙ୍କି ଉପରେ ଚଢ଼ି ଜିଲ୍ଲା ପରିଷଦ ସଭ୍ୟାଙ୍କ ଅଭିନବ ପ୍ରତିବାଦ । ବେଲପଡା ବ୍ଲକ ଧୂମାଭଟା ଗାଁର ପାଣି ଟାଙ୍କି ଉପରେ ଚଢ଼ି ପ୍ରତିବାଦ । ଗାଁକୁ ପାଣି ଯୋଗାଣ ନଥିବାରୁ ଅନିମା ଦାସ ଓ ଶବ୍ଧ ନିର୍ଧାଙ୍କ ପ୍ରତିବାଦ । ୩ ଦିନ ଧରି ପାଣି ଟାଙ୍କି ତଳେ ଧାରଣା ଦେଉଥିଲେ ୨ ଜିଲ୍ଲା ପରିଷଦ ସଭ୍ୟା । ପାଣି ଟାଙ୍କିରେ ଚଢ଼ି ପାଣି ଦିଅ ନଚେତ ଜୀବନ ନିଅ କହି ପ୍ରତିବାଦ ।
ବକ୍ସିଂରେ ଲଭଲିନା ଜିତିଲେ ରୌପ୍ୟ, ପରବିନଙ୍କ ବ୍ରୋଞ୍ଜ
[ad_2]