ରାଜ୍ୟ

ସ୍କୁଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]

ସୁନ୍ଦରଗଡ଼: ଧରୁଆଡିହି ଥାନା କୁଲଟା ପଞ୍ଚାୟତର ଲମଟି ଗ୍ରାମର ସ୍କୁଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଲମଟି ଗ୍ରାମର ଦେବାନନ୍ଦ ସୁନ୍ୟାନି ବୋଲି ଜଣାପଡ଼ିଛି। କୌଣସି ଏକ ଧାରୁଆ ଅସ୍ତ୍ରରେ ତାର ଗଳା କାଟି ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି।

ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି। ଆଜି ସକାଳୁ ସ୍ଥାନୀୟ ଲୋକେ ଦେବାନନ୍ଦଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।

ସ୍ତ୍ରୀକୁ ଆକ୍ରମଣ ଅଭିଯୋଗରେ ସ୍ୱାମୀ ଗିରଫ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button