ରାଜ୍ୟ

ବାରିପଦା ମେଡିକାଲରେ ଅଗ୍ନିକାଣ୍ଡ – Ibnodisha

[ad_1]

ବାରିପଦା : ବାରିପଦ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ | ମେଡିକାଲର ତୃତୀୟ ମହଲା ପ୍ରସୂତୀ ବିଭାଗରେ ଲାଗିଛି ନିଆଁ | ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ,ରୋଗୀଙ୍କୁ ଉଦ୍ଧର ପାଇଁ ପ୍ରୟାସ ଜାରି | ପୁରା ଅଞ୍ଚଳ ଧୂଆଁମୟ , ନିଆଁ ଲିଭାଇବାକୁ ଦମକଳବାହିନୀ ନିୟୋଜିତ | ଆଇସିୟୁ ଓ ୱାର୍ଡରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର |

ନୂଆ ଋଣ ନିୟମ ଜାରି କଲା ରିଜର୍ଭ ବ୍ୟାଙ୍କ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button