ରାଜନୀତି

ଆଗକୁ ଚାଲିବନି ଅଫିସର ରାଜ-ଶରତ – Ibnodisha

[ad_1]

ବ୍ୟୁରୋ : ପାଣ୍ଡିଆନଙ୍କ ନାଁ ନେଇ ପିସିସି ସଭାପତିଙ୍କ ଟାର୍ଗେଟ | ନିଆଳି ବ୍ଲକ ଅଫିସ ଘେରାଉ କାର୍ଯ୍ୟକ୍ରମରେ ଟାର୍ଗେଟ | ଏବେ ଅଫିସର ଶାସନ ଚାଲିଛି , ଆଗକୁ ଚାଲିବନି ବୋଲି କହିଲେ ପିସିସି ସଭାପତି ଶରତ ପଟନାୟକ | ବିଜେପି ଓ ବିଜେଡି ମିଶିକି ଅଛନ୍ତି , ଯାହା କରିବ କଂଗ୍ରେସ | ରାହୁଲଙ୍କ ନେତୃତ୍ଵରେ କେନ୍ଦ୍ରରେ ସରକାର ହେବ | ଏଠି ୯ ରୁ ୯୦ ସଫଳ ହେବ କହିଲେ ଶରତ ପଟନାୟକ |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button