ଦେଶ

ମହିଳା ହକିରେ ବ୍ରୋଞ୍ଜ – Ibnodisha

[ad_1]

ନୂଆଦିଲ୍ଲୀ: ଏସୀୟ କ୍ରୀଡା ୨୦୨୩ । ଏସୀ କ୍ରୀଡା ମହିଳା ହକିରେ ଭାରତକୁ ବ୍ରୋଞ୍ଜ । ଜାପାନକୁ ୨-୧ ଗୋଲ୍‌ରେ ହରାଇ ବ୍ରୋଞ୍ଜ ଜିତିଲା ଭାରତ । ମହିଳା ହକି ଟିମ୍‌ରେ ଓଡ଼ିଶାର ଦୀପଗ୍ରେସ ଏକ୍କା ପାଇଲେ ପଦକ । ଦେଖିବାକୁ ଗଲେ ଏସୀୟ ଗେମରେ ଭାରତ ତାର ଚମକଦାର ପ୍ରଦର୍ଶନ ଜାରି ରଖିଛି । ଏହାରି ମଧ୍ୟରେ ଆଜି ଭାରତକୁ ସୁନା ବର୍ଷା ହୋଇଛି । ଆଜି ଗୋଟିଏ ଦିନରେ ୬ଟି ସ୍ୱର୍ଣ୍ଣ ଜିତିଛି ଭାରତ ।

ନୂଆ କାହାଣୀ ସହିତ ଦଶହରାରେ ଦର୍ଶକଙ୍କ ମନମୋହିବ ‘ମାଲ୍ୟଗିରି’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button