ରାଜ୍ୟ

୧୦ରୁ ବସ୍ ଧର୍ମଘଟ: ମାଲିକ ସଂଘ – Ibnodisha

[ad_1]

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ । ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍ ଧର୍ମଘଟ କରିବାକୁ ବସ ମାଲିକ ସଂଘର ଘୋଷଣା । ଏନେଇ ସୂଚନା ଦେଲେ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ସରକାର ସଂଘର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଧର୍ମଘଟ । ୧୦ ତାରିଖ ସକାଳ ୬ଟାରୁ ବସ୍ ଧର୍ମଘଟ ଆରମ୍ଭ ହେବ । ଶିକ୍ଷାନୁଷ୍ଠାନରେ ନିୋଜିତ ଘରୋଇ ବସ୍ ବି ଧର୍ମଘଟରେ ସାମିଲ ହେବେ ।

ଚଳିତ ପାର୍ବଣ ଋତୁରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ

The post ୧୦ରୁ ବସ୍ ଧର୍ମଘଟ: ମାଲିକ ସଂଘ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button