ଅପରାଧ
ଦୁଷ୍କର୍ମ ଅଭିଯୋଗ ନାହିଁ : ଏସ୍ଡିପିଓ – Ibnodisha

[ad_1]
ଭୁୁବନେଶ୍ୱର: ସୁନ୍ଦରଗଡ଼ରୁ ଉଦ୍ଧାର ମା, ଝିଅଙ୍କ ସମ୍ପର୍କରେ ଏସ୍ଡିପିଓଙ୍କ ସୂଚନା । ସେମାନେ ଛତିଶଗଡ ତୁମଳା ଥାନା ଖାରିବାହାଲ ଗାଁର ବାସିନ୍ଦା । ଏନେଇ ଆସିଥିବା ମହିଳାଙ୍କ ସାନ ଭଉଣୀ ମଧ୍ୟ ସୂଚନା ଦେଇଛନ୍ତି । ଦୁଷ୍କର୍ମ ନେଇ ଅଭିଯୋଗ ଆସିନି, ପରିବାର ବି ଅଭିଯୋଗ କରି ନାହାଁନ୍ତି । ଯିଏ ଦୁଷ୍କର୍ମ କଥା କହୁଛନ୍ତି, କେଉଁ ଆଧାରରେ କହୁଛନ୍ତି ଜାଣିନୁ । ଯଦି ଦୁଷ୍କର୍ମ ଅଭିଯୋଗ ଆସେ ତାହାହେଲେ ତଦନ୍ତ କରାଯିବ । ସେମାନେ ମାନସିକ ସ୍ତରରେ ଅସ୍ଥିର ଅଛନ୍ତି, ପରିବାର ନେବାକୁ ଚାହୁଁଛି । ବୁଧବାର ଠାରୁ ଘରୁ ବାହାରି ଆସିଥିଲେ, ପରିବାର ଖୋଜୁଥିଲେ । ଏନେଇ ଯାହା ।ଇନଗତ ପ୍ରକ୍ରିୟା ରହିଛି ତାହା ପୂରଣ କରାଯିବ ।
ହନିଟ୍ରାପ ସୁନ୍ଦରୀଙ୍କ ମାୟା ଜାଲରେ ଏକାଧିକ ବିଏସଏଫ୍ ଯବାନ୍
[ad_2]